ଗଠନ ହେଲା ବିପିୟୁଟି ଷ୍ଟୁଡେଣ୍ଟସ ମୁଭମେଣ୍ଟ

45513
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଛାତ୍ର ସଂଗଠନ ‘ବିପିୟୁଟି ଷ୍ଟୁଡେଣ୍ଟସ ମୁଭମେଣ୍ଟ’ଗଠନ କରାଯାଇଛି । ଏଥିରେ ଓଡିଶା ଇଞ୍ଜିନିୟରିଂ କଲେଜର ଚତୁର୍ଥ ବର୍ଷର ଛାତ୍ର ଅରବିନ୍ଦ ଶତପଥୀଙ୍କୁ ସଭାପତି ଏବଂ ଆରିୟାନ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ୪ର୍ଥ ବର୍ଷର ଛାତ୍ର ସୁନୀଲ ବାରିକଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି । ବିପିୟୁଟି ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ସଂଗଠନର ସଭାପତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

Share in top social networks!