କେନ୍ଦ୍ରୀୟ ପାଣ୍ୟାଗାର ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ରାଜ୍ୟର ବନ୍ୟା ଓ ବାତ୍ୟା ଦୁର୍ଗତଙ୍କ ସହାୟତା ପାଇଁ କେନ୍ଦ୍ରୀୟ ପାଣ୍ୟାଗାର ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ନିଗମରା ପରିଚାଳନା ନିର୍ଦ୍ଦେଶକ ବିଭୁତ୍ତି ଭୂଷଣ ପଟ୍ଟନାୟକ ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦା କରିଛନ୍ତି । ଏହି ଅବସରରେ ନିଗମ ଭୁବନେଶ୍ଵରର କ୍ଷେତ୍ରୀୟ ପରିଚାଳକ ସାମୁଏଲ ପ୍ରବୀଣ କୁମାର ଉପସ୍ଥିତ ଥିଲେ ।

Share in top social networks!