ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବିଜୁ ପଟ୍ଟନାୟକ କଲେଜ ଅଫ ସାଇନ୍ସ ଆଣ୍ଡ ଏଜୁକେସନ ପକ୍ଷରୁ ଦାନ

44601ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଜୁ ପଟ୍ଟନାୟକ କଲେଜ ଅଫ ସାଇନ୍ସ ଆଣ୍ଡ ଏଡୁକେସନ ପକ୍ଷରୁ ୫୦,୦୦୦ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଭୁବନେଶ୍ଵର Tax lawyers forum ପକ୍ଷରୁ ୫୪ହଜାର ଟଙ୍କା,ଭୁବନେଶ୍ଵରର ନଯନା ଆଚାର୍ଯ୍ୟ ୫୧ହଜାର ଟଙ୍କା,ଏବଂ ସେହ୍ନାଶୀଷ ଦାଶ ୫ହଜାର ଟଙ୍କା ପ୍ରଦାନ କରିଛନ୍ତି । ସମସ୍ତ ବଦାନ୍ୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!