ମୁଖ୍ୟମନ୍ତ୍ରୀଙ୍କ ସହିତ ଆମେରିକା ବାଣିଜ୍ୟ ଦୂତଙ୍କ ସାକ୍ଷାତ

25 C.M DISCUS U.S CONSOULTANT MICHAEL MULLINSହାଇଦ୍ରାବାଦ୍ ରେ ଅବସ୍ଥାପିତ ଆମେରିକାର ବାଣିଜ୍ୟ ଦୂତ ମାଇକେଲ ମୁଲିନ୍ସ ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବୈଠକରେ ଓଡିଶା ଓ ଆମେରିକା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପାରମ୍ପରିକ ସହଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ମୁଲିନଙ୍କ ସାହିତ ରାଜନୈତିକ ଓ ଅର୍ଥନୈତିକ ସହଯୋଗୀ ଟ୍ରାଭିସ୍ କୋବରିଲ୍ ଏବଂ ଅର୍ଥନୈତିକ ସହଯୋଗୀ ଜନ୍ ମାଟାୟା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!