ପଶ୍ଚିମଓଡ଼ିଶାର ପୌରାଞ୍ଚଳ ବାସୀଙ୍କୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଭିନନ୍ଦନ

images (1)
ପଶ୍ଚିମ ଓଡିଶାର ୯ ଟି ଜିଲ୍ଲାର ୨୦ଟି ପୌରାଞ୍ଚଳର ଜନସାଧାରଣ ଶାନ୍ତିଶୃଙ୍ଖଳାର ସହ ପୌର ନିର୍ବାଚନରେ ମତଦାନ କରିଥିବାରୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ କୃଷି,ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!
Powered By Indic IME