ଓଡିଶା ମାନବିକ ଅଧିକାର ଆୟୋଗର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦,୧୦୨ ଟଙ୍କା ବାତ୍ୟା ଓ ବନ୍ୟା ସହାୟତା ପ୍ରଦାନ

images
ଓଡିଶା ମାନବିକ ଅଧିକାର ଆୟୋଗର ମାନ୍ୟବର କାର୍ଯ୍ୟକାରୀ ଅଧ୍ୟକ୍ଷ ,ସଦସ୍ୟ,ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କର ଅକ୍ଟୋବର -୨୦୧୩ ମାସର ଦରମାରୁ ୫୦ହଜାର ୧୦୨ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନଲାଇନରେ ପ୍ରଦାନ କରିଛନ୍ତି । ନିକଟରେ ଘାତିଯାଇଥିବା ‘ଫାଇଲିନ’ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ନିମନ୍ତେ ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ,ସଦସ୍ୟ,ଅଧିକାରୀ ଏବଂ କର୍ମଚାରୀ ମାନେ ସ୍ଵତଃ ପ୍ରବୃତ୍ତ ଭାବେ ସେମାନଙ୍କର ଦରମାରୁ ଏହି ଆର୍ଥିକ ସହାୟତା ପ୍ରଦାନ କରିଥିବା ଓଡିଶା ମାନବିକ ଅଧିକାର ଆୟୋଗଙ୍କ ସୂତ୍ରରୁ ଜଣାପଡିଛି ।

Share in top social networks!