ଓଡିଶା ଉଚ୍ଚନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଶ୍ରୀ ବୀରକିଶୋର ମିଶ୍ର ଓଡିଶା ମାନାବାଧିକାର ଆୟୋଗର ନୂତନ ଭାରପାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ।

45622ଓଡିଶା ମାନାବାଧିକାର ଆୟୋଗର ଭାରପାପ୍ତ ଅଧ୍ୟକ୍ଷ ଡକ୍ଟର ରବିନାରାୟଣ ବହିଦାରଙ୍କ କାର୍ଯ୍ୟକାଳ ନଭେମ୍ବର ୧୭ ତାରିଖରେ ଶେଷ ହୋଇଛି । ରାଜ୍ୟ ସରକାର ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ତଥା ବର୍ତ୍ତମାନର ଓ.ଏଚ୍.ଆର.ସିର ସଦସ୍ୟ ବିଚାରପତି ଶ୍ରୀ ବୀର କିଶୋର ମିଶ୍ରଙ୍କୁ ଭାରପାପ୍ତ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଛନ୍ତି । ପୂର୍ବତନ ଭାରପାପ୍ତ ଅଧ୍ୟକ୍ଷ ଡକ୍ଟର ବହିଦାରଙ୍କର ନଭେମ୍ବର ୧୭ ତାରିଖଦିନ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଶ୍ରୀ ମିଶ୍ର ନଭେମ୍ବର ୧୮ ତାରିଖରେ ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେଦାୟିତ୍ଵ ଗ୍ରହଣ କରିଛନ୍ତି ବୋଲି ଓଡିଶା ମାନବ ଅଧିକାର ଆୟୋଗଙ୍କ ସୂତ୍ରରୁ ପ୍ରକାଶ ।

Share in top social networks!