ନୂଆ ଫର୍ମ୍ଯାଟରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ନୂଆ ଫର୍ମ୍ଯାଟରେ ହେବ ମାଟ୍ରିକ ପରୀକ୍ଷା, ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ। ସେ  କହିଛନ୍ତି ସରକାର ବିଦ୍ୟାଳୟ ଶିକ୍ଷାରେ ପରିବର୍ତନ ସହିତ ମାଟ୍ରିକ ପରୀକ୍ଷାରେ ସଂସ୍କାର ଆଣିଛନ୍ତି। ଗୋଟିଏ ଖାତାରେ ପ୍ରଶ୍ନ ଓ ଉତ୍ତର ମଧ୍ୟ ରହିବ।

ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି ସବୁ ବିଷୟରେ ଏହି ବେବସ୍ତ୍ୟ ଲାଗୁ ହେବ ବୋଲି ବୋର୍ଡ କାର୍ତୁପକ୍ଷ୍ୟ ନିସ୍ପତି ନେଇଛନ୍ତି। ପୂର୍ବରୁ ମାତ୍ର 4ଟି ବିଷୟରେ ଏହି ବେବସ୍ତ୍ୟ ଲାଗୁ ହେବ ବୋଲି ବୋର୍ଡ କାର୍ତୁପକ୍ଷ୍ୟ ନିସ୍ପତି ନେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ ଯେ ଆସନ୍ତା ଫେବ୍ରୁୟାରୀ ମାସରେ ମାଟ୍ରିକ ପରୀକ୍ଷା କରିବା ପାଇଁ ବୋର୍ଡ ଅବଶକ୍ୟ ପଦକ୍ଷେପ ନେଉଅଛି। 

ଅବଜେକଟିବେ ପ୍ରଶ୍ନର ଉତ୍ତର ଲେଖିବା ପାଇଁ 20% ଅଧିକ ଜାଗା ରହିବ ପରୀକ୍ଷା ଖାତାରେ। ଏହା ସହ ଗଣିତ ଓ ଅନ୍ୟାନ ବିଷୟ ପାଇଁ ଶେଷ ଦୁଇ ପ୍ରୁଷ୍ଠାରେ ସାଧା କାଗଜ ଯୋଡିହୋଇ ରହିବ।

Share in top social networks!
Powered By Indic IME