ଜାତୀୟ ଆନ୍ତଃଜୋନ୍ ଜୁନିୟର ଆଥଲେଟିକ ଚମ୍ପିୟାନସିପ୍, ଭାଗନେବେ ଓଡ଼ିଶାର 34 ପତିଯୋଗୀ

ଚଳିତ 22ରୁ 24 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ପୁଣେଠାରେ 24 ତମ ଜାତୀୟ ଆନ୍ତଃଜୋନ୍ ଜୁନିୟର ଆଥଲେଟିକ ଚମ୍ପିୟାନସିପ୍ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗନେବେ ଓଡ଼ିଶାର 34 ପତିଯୋଗୀ। ଏହା ମଧ୍ୟରେ 16 ବାଳିକା ଓ 18 ବାଳକ ପ୍ରତିଯୋଗୀ ସାମିଲ।  ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଦଳ ବୁଧବାର ପୁଣେ ଯାତ୍ରା କରିଛି। ଦଳ ସହ କୋଚ୍ ଭାବେ ଭବାନୀ ଶଙ୍କର ଜେନା, ମ୍ୟାନେଜର ରବି ନାୟକ ଓ ଲେଡି ମ୍ୟାନେଜର ସୌଦାମିନି ଦାସ ପୁଣେ ଯାଇଛିନ୍ତି।      

 

 

Share in top social networks!