ସୋନାଟାର ଟଚ୍ ସ୍କ୍ରିନ୍ ଘଣ୍ଟା, ବଜାର ମୂଲ୍ୟ 1499ରୁ ଆରମ୍ଭ

ଟାଇଟନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସର୍ବାଧିକ ବିକ୍ରି ହେଉଥିବା ଘଣ୍ଟା ବ୍ରାଣ୍ଡ୍ ସୋନାଟା ପକ୍ଷରୁ ପ୍ରଥମଥର ଲାଗି ଭାରତୀୟ ବଜାରରେ ଟଚ୍ ସ୍କ୍ରିନ୍ ଘଣ୍ଟାର ବଜାର ପ୍ରବେଶ କରାଯାଇଛି। ଆଗାମୀ ଦିନରେ ଏହା ଭାରତୀୟ ଘଣ୍ଟା ବଜାରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ। ଏହି ଟଚ୍ ସ୍କ୍ରିନ୍ ଘଣ୍ଟା କମ୍ପାନୀର ସୁପର ଫାଇବର ଓସନ ସିରିଜର। ଦେଶର 8000ରୁ ଅଧିକ ସୋରୁମରେ ଏହା ଉପଲବ୍ଧ ହେବ ଏବଂ ଏହାର ଦାମ୍ 1499 ଟଙ୍କାରୁ ଆରମ୍ଭ। କମ୍ପାନୀ ଏହି ଘଣ୍ଟା ଉପରେ ଏକ ବର୍ଷର ୱାରେଣ୍ଟି ଦେଉଛି। ଏହା ଏକ ମଲ୍ଟି ଫଙ୍କଶନାଲ ସ୍ପୋର୍ଟସ ଘଣ୍ଟା ଏବଂ ଏହାର ଜଳ ନିରୋଧକ କ୍ଷମତା 10 ଏଟିଏମ୍ ରହିଛି।  

 

 

Share in top social networks!
Powered By Indic IME