ଶ୍ରୀୟଙ୍କା ଷଡଙ୍ଗୀଙ୍କୁ ମିଳିବ ଏକଲବ୍ୟ ପୁରସ୍କାର-୨୦୧୩

44075ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀଙ୍କୁ ଏକଲବ୍ୟ ପୁରସ୍କାର ୨୦୧୩ ପ୍ରଦାନ କରାଯିବ ବୋଲି ଇମ୍ଫା ମେଟାଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଦୁଇଜଣ କ୍ରୀଡାବିତ୍ ଦ୍ରୁତି ଚାନ୍ଦ ଓ ଅଚ୍ୟୁତାନନ୍ଦ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏହି ଘୋଷଣାରେ କୁହାଯାଇଛି । ଷଡଙ୍ଗୀଙ୍କୁ ପୁରସ୍କାର ବାବଦ ୧ ଲକ୍ଷ ଟଙ୍କା ଏବଂ କ୍ରୀଡାବିତ୍ ଦୁଇ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯିବ ।