ଡ଼େଙ୍ଗୁ ପ୍ରତି ସତର୍କ ରହିବାକୁ ସରକାରଙ୍କର ନିର୍ଦେଶ

ଡ଼େଙ୍ଗୁ ପ୍ରତି ସତର୍କ ରହିବାକୁ ସରକାରଙ୍କର ନିର୍ଦେଶ ଦେଇଛନ୍ତି। ଡ଼େଙ୍ଗୁ ପ୍ରତିହତ କରିବାକୁ ସରକାର ଆଗୁଆ ପଦକ୍ଷେପ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ପ୍ରଦୀପ୍ତ କୁମାର ମୋହାପାତ୍ର ଏହି ନିର୍ଦେଶ ଦେଇଛନ୍ତି.

ଡ଼େଙ୍ଗୁ ପ୍ରଭାବିତ ଅଂଚଳରେ ମଶା ବଂଶ ବୃ

ଦ୍ଧି ରୋକିବା ପାଇଁ ସରକାର ୧୫ଟି ଜିଲ୍ଲାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

Share in top social networks!