ବରଗଡ ମାଁ ସମଲେଶ୍ଵରୀ ଦେବୀଙ୍କ ନବାଗ୍ନ ଲଗ୍ନ -୨୦୧୩

Samaleswari-temple1ମଙ୍ଗଳବାର ଭାଦ୍ରବ ଶୁକ୍ଳପଞ୍ଚମୀ ଦିନ ବଡି ପ୍ରଭାତରୁ ବରଗଡର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମାଁ ସମଲେଶ୍ଵରୀ ଦେବୀଙ୍କ ରୀତି ନୀତି ସମ୍ପନ୍ନ ପୂର୍ବକ ପୂର୍ବାହ୍ନ ଘ୯.୪୫ ମିନିଟ୍ ଗତେ ଘ୧୦.୨୫ ମିନିଟ୍ ପବିତ୍ର ତୁଲାଲଗ୍ନ ଅମୃତବେଳାରେ ବରଗଡର ସର୍ବସାଧାରଣ ନବାଗ୍ନ ଭକ୍ଷକ କରିବା ପାଇଁ ଶ୍ରୀ ଶ୍ରୀ ମାଁ ସମଲେଶ୍ଵରୀ ଦେବୀଙ୍କ ପୂଜାକମିଟି ସଦସ୍ୟ ତଥା ପୁରୋହୀତ ମାନଙ୍କ ଉପସ୍ଥିତିରେ ଲଗ୍ନ ନିରୂପଣ କରାଯାଇଛି ।

Share in top social networks!
Powered By Indic IME