ଓଡ଼ିଶାରେ ସ୍ଥାପିତ ହେବ ଏନ୍‌ବିଟି ଆଞ୍ଚଳିକ କାର୍ଯ୍ୟାଳୟ

ନେସ୍‌ନାଲ୍‌ ବୁକ୍‌ ଟ୍ରଷ୍ଟ(ଏନ୍‌ବିଟି) ଓଡ଼ିଶାରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି. ପୂର୍ବରୁ ଏହି ସଂସ୍ଥାର ତିନୋଟି ଆଞ୍ଚଳିକ କାର୍ଯ୍ୟାଳୟ କୋଲ୍‌କାତା, ବାଙ୍ଗାଲୋର ଓ ମୁମ୍ବାଇରେ ରହିଥିଲାବେଳେ ଖୁବ୍‌ ଶୀଘ୍ର ଭୁବନେଶ୍ବର, ହାଇଦ୍ରାବାଦ ଓ ଗୋଆ ଠାରେ ତିନୋଟି ଶାଖା କାର୍ଯ୍ୟାଳୟ ଖୋଲିବାର ଯୋଜନା ରହିଛି.

Share in top social networks!