ସୁନ୍ଦରଗଡ ଖଣି ଦୁର୍ଘଟଣାର ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

C.M-DECERATION-BITEସୁନ୍ଦରଗଡ ଗଦିନବାହାଲ ଏମ୍.ସି.ଏଲ୍ ଖଣିଦୁର୍ଘଟଣା ରେ ୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଖବର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଶୋକ ବିଭୋର ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଲକ ଅର୍ଥରାଶି ସହାୟତା କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏମ୍.ସି.ଏ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଦୁର୍ଭାଗ୍ୟଜନକ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ କମିଶନର ଏହି ତଦନ୍ତ କରିବେ ।

Share in top social networks!
Powered By Indic IME