ବହୁଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା, ପ୍ରଣବ ଦା ନୂଆ ନିର୍ବାଚିତ ରାଷ୍ଟ୍ରପତି

୨୦୧୨ର ବହୁଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି। ପ୍ରଣବ ମୁଖାର୍ଜୀ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ଦୁଇ ଜଣ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ଓ ପି॰ଏ॰ ସଙ୍ଗମାଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଥିଲା। ଆଜି ଏହାର ଗଣନା କରାଯାଇଥିଲା।

 

 

Share in top social networks!