୩୫୧ ଡାକ୍ତର ନିଯୁକ୍ତିକୁ ମିଳିଲା ଅନୁମୋଦନ

ଓଡ଼ିଶା ଲୋକ ସେବା ଆୟୋଗର ସୁପାରିସ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫୧  ଜଣ ନୂଆ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ସେମାନଙ୍କୁ କେବିକେ ଜିଲ୍ଲା, କନ୍ଧମାଳ ଓ ଗଜପତି ଆଦି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ଡାକ୍ତରଙ୍କ ନିଯୁକ୍ତି ପରେ ସେସବୁ ଦୁର୍ଗମ ତଥା ଦୂରଦୂରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।

 

 

 

Share in top social networks!
Powered By Indic IME