ଆୟତ ପୁର ହାଇସ୍କୁଲ ବିସ୍ଫୋରଣ ଘଟଣା ଆହତ ଛାତ୍ରଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ-ମୁଖ୍ୟମନ୍ତ୍ରୀ

tn_5-6-2012=4କଟକ ଜିଲ୍ଲା ଆୟତପୁର ହାଇସ୍କୁଲରେ ଆଜି ଘଟିଥିବା ବିସ୍ଫୋରଣ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଆହତ ସମସ୍ତ ୧୯ ଜଣ ଛାତ୍ରଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଛାତ୍ରଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share in top social networks!
Powered By Indic IME