ପୁସ୍ତକ- “ଅଡୁଆ ମନ ଅଛିଣ୍ଡା କଥା”

ଗାଳ୍ପିକା/ପ୍ରକାଶିକା-ଚନ୍ଦ୍ରମଣି ବେହୁରା

ଖାରବେଳ ନଗର, ଭୁବନେଶ୍ଵର

ପ୍ରଥମ ପ୍ରକାଶ-୨୦୧୨

ମୂଲ୍ୟ-୧୦୦ ଟଙ୍କା

 

ମୋଟ ୧୪ଟି ଗଳ୍ପକୁ ନେଇ ଏହି ସଂକଳନ। ସବୁ ଗଳ୍ପର ମୁଖ୍ୟ ଚରିତ୍ର ନାରୀ। ଲେଖିକା ନାରୀର ବାସ୍ତବ ଚିତ୍ରକୁ ତୋଳିଧରିବାକୁ ଚେଷ୍ଟା କରିଛନ୍ତି। ସଂସାର ଭିତରେ ନାରୀ ସାମ୍ନା କରୁଥିବା ଉତଥାନପତନ, ମାତୃତ୍ଵ ଭିତରେ ନାରୀ ଜୀବନର ମହନୀୟତା, ପତ୍ନୀତ୍ଵର ବିଡ଼ମ୍ବନା ଓ ମାଆର ମମତାକୁ ସୁନ୍ଦର ଭାବେ ବର୍ଣନା କରିଛନ୍ତି ଗାଳ୍ପିକା।

Share in top social networks!