ପୁସ୍ତକ-“ଅନ୍ତର୍ଯ୍ୟାମୀ ଶ୍ରୀ ଜଗନ୍ନାଥ”

ସମ୍ପାଦନା-ପୀତବାସ ରାଉତରାୟ

ପ୍ରକାଶକ-ମହାବୀର ପ୍ରକାଶନ, ଭୁବନେଶ୍ଵର

ପ୍ରଥମ ପ୍ରକାଶ-୨୦୧୨

ମୂଲ୍ୟ-୧୫୦ ଟଙ୍କା

 

ବାହୁଡ଼ା ଅବସରରେ ରଥ ଉପରେ ସମର୍ପଣ କରାଯାଇଛି “ଅନ୍ତର୍ଯ୍ୟାମୀ ଶ୍ରୀ ଜଗନ୍ନାଥ” ପୁସ୍ତକ। ଏଥିରେ ବିଭିନ୍ନ ବିଭାଗରେ ବିଶିଷ୍ଟ ସାହିତ୍ୟିକଙ୍କ ଦ୍ୱାରା ଲିଖିତ ଶ୍ରୀ ଜଗନ୍ନାଥ ତତ୍ତ୍ଵ/କଥା ଆଧାରରେ ଲେଖା ପ୍ରକାଶ କରାଯାଇଛି। ଏଥିରେ ରହିଛି ଅନୁଭବ ଓ ଅନୁଭୂତିର କଥା, ପ୍ରବନ୍ଧ, କବିତା, ସାକ୍ଷାତକାର ସମ୍ବଳିତ ଲେଖା। ଆଶା ଜଗନ୍ନାଥ ପ୍ରେମୀ ଏହାକୁ ଉଦାର ଚିତ୍ତରେ ଗ୍ରହଣ କରିବେ।

Share in top social networks!