ସ୍ଵାଭିମାନ ଦିବସକୁ ପ୍ରଶଂସା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକଙ୍କ ନେତୃତ୍ଵରେ ଦିଲ୍ଲୀର ରାମଲୀଳା ମଇଦାନରେ ତା ୧୨.୦୬.୨୦୧୩ ରିଖରେ ହୋଇଥିବା ସ୍ଵାଭିମାନ ଦିବସ ପ୍ରକ୍ରିୟାରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ କରିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାକୁ ରାଜ୍ୟ ସଚିବାଳୟ ଭୁରିଭୁରି ପ୍ରଶଂସା କରିବା ସଙ୍ଗେସଙ୍ଗେ ଯେଉଁ ଭାଇ ଭଉଣୀ ମାନେ ଦିଲ୍ଲୀ ଦରବାରକୁ ଯାଇ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସାମିଲ ହୋଇଛନ୍ତି ଆସୋସିଏସନ ତରଫରୁ ସଭାପତି ଶ୍ରୀ ସୁରେଶ ଶଢଙ୍ଗୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ଶଢଙ୍ଗୀ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିବାପାଇଁ ରାଜ୍ୟ ସଚ୍ଚିବାଳୟ ଡାଟା ଏଣ୍ଟ୍ରି ଅପରେଟର ଆସୋସିଏସନ୍ ପ୍ରତିଶ୍ରୁତି ବଦ୍ଧ ।

Share in top social networks!
Powered By Indic IME