ବାହାନଗା ଘୂର୍ଣ୍ଣିଝଡ କ୍ଷତିଗ୍ରସ୍ତ ଙ୍କ ପାଇଁ ୨୫୦ମୋ କୁଡିଆ ମଞ୍ଜୁର

Damaged-houses-in-Bahanaga-ବାଲେଶ୍ଵର ଜିଲ୍ଲା ବାହାନଗା ଅଞ୍ଚଳରେ ହୋଇଥିବା ଘୂର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫୦ଟି ‘ମୋ କୁଡିଆ’ ମଞ୍ଜୁର କରିଛନ୍ତି । ନିକଟରେ ହୋଇଥିବା ଘୂର୍ଣ୍ଣୀଝଡରେ ବାହାନଗା ଅଞ୍ଚଳର ବହୁଘର ନଷ୍ଟ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ଵାରା କ୍ଷତିଗ୍ରସ୍ତ ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏତତ ବ୍ୟତୀତ କ୍ଷତିଗ୍ରସ୍ତ ଙ୍କ ପାଇଁ ଘୋଷଣା କରାଯାଇଥିବା ଅନ୍ୟ ସହାୟତା କ୍ଷତି ଗ୍ରସ୍ତ ଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!
Powered By Indic IME