୧୧ରେ ଆସିବେ ପ୍ରଣବ

ଆସନ୍ତା ୧୧ରେ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଗତ ୨୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ମାଡ୍ରାସରୁ ତାଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପି॰ଏ॰ ସଙ୍ଗମାଙ୍କ ପ୍ରାର୍ଥିତ୍ଵକୁ ସମର୍ଥନ କରୁଥିବାରୁ ପ୍ରଣବଙ୍କ ଓଡ଼ିଶା ଗସ୍ତର ଗୁରୁତ୍ଵ ବଢିଯାଇଛି।

 

Share in top social networks!