ରସଗୋଲା

ରସଗୋଲା ଛେନା ଓ ଚିନିରୁ ତିଆରି ଏକ ଓଡ଼ିଆ ମିଠା ।ଏହା ବଙ୍ଗଳା ଓ ଦକ୍ଷିଣ ଭାରତରେ ବି ଭାରି ଜଣାଶୁଣା ।ଏହା ଛେନା, ମଇଦାରୁ ତିଆରି କରାଯାଇ ତାହାକୁ ଛଣାହେଲା ପରେ ଚିନିସିରାରେ ରଖାଯାଇ ଖିଆଯାଏ ।

୧୦୦ ଗ୍ରାମର ରସଗୋଲାରେ ୧୮୬ କାଲୋରି ଥାଏ, ଯେଉଁଥିରୁ ପଖାପାଖି ୧୫୩ କାଲୋରିର କାର୍ବୋହାଇଡ୍ରେଟ, ୧.୮୫ ଗ୍ରାମର ଫ୍ୟାଟ ଓ ୪ ଗ୍ରାମର ପ୍ରୋଟିନ ଥାଏ । ରାଜ୍ୟବାପୀ ଲୋକମାନେ ପାହାଳର ଓ ବିକଳାନନ୍ଦଙ୍କ ସାଲେପୁରୀ ରସୋଗଲାକୁ ସବୁଠୁ ଭଲ ରସଗୋଲା ବୋଲି କୁହନ୍ତି ।

 

Share in top social networks!