ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ପକ୍ଷରୁ “ଓଡିଶା ଦିବସ ପାଳନ”

ଆଜି ପ୍ରାତଃ ୯ଘଟିକା ସମୟରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଭ୍ୟମାନେ ଭୁବନେଶ୍ଵରସ୍ଥ ରାଜଭବନସାମନାରେ ଅଧିଷ୍ଠିତ ଉତ୍କଳ ଦଉରବ ମଧୁସୂଦନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ୭୭ତମ ବାର୍ଷିକୀ ପାଳନ କରିଛନ୍ତି । ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଜଗବନ୍ଧୁ ଷଡଙ୍ଗୀ ଆଜି ଦିନର ମହତ୍ଵ ସମପରକରେ ବକ୍ତବ୍ୟ ଦେଇ ଓଡ଼ିଶାକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ କରାଗଲେ ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ଲଢେଇ ଓ ତ୍ୟାଗ କରିଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଏହା ଏକ ସ୍ମରଣୀୟ ଇତିହାସ ରୂପେ ବିବେଚିତ ହେବ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁଧୀର ମାହାନ୍ତି,ଇଂ ତରୁଣ ପଟ୍ଟନାୟକ,ଲାୟନ କ୍ଷିତିଶ ପାଲଟାସିଂହ ,ପ୍ରତାପ ସାହୁ ଇତ୍ୟାଦି ଉପସ୍ଥିତ ଥିଲେ ।

Share in top social networks!
Powered By Indic IME