ମଙ୍ଗଳବାର ଆସିବେ ନୂଆ ରାଜ୍ୟପାଳ ଏସ. ସି. ଜମିର

ଆଜିଥିଲା ଓଡିଶାର ବିଦାୟୀ ରାଜ୍ୟପାଳ ମୁରଲୀଧରଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ଓଡିଶାରେ ଶେଷଦିନ । ଆଜି ଦିନ ୩ ଟାରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଛାଡିଛନ୍ତି । ଆଜି ସକାଳୁ ମଧ୍ୟ ମିକ୍ଷାମନ୍ତ୍ରୀ ନବୀନପଟ୍ଟନାୟକ ରାଜଭବନକୁ ଯାଇ ରାଜ୍ୟପାଳଙ୍କ ସହିତ ପାଖାପାଖି ୨୫ ମିନିଟ୍ ଧରି ଆଲୋଚନା କରିଥିଲେ । ତେବେ ଓଡିଶା ଛାଡିବା ପୂର୍ବରୁ ତାଙ୍କୁ ରାଜଭବନ ପରିସରରେ ଗାର୍ଡ ଅଫ ଅର୍ନର ଦିଆଯାଇଛି ।

Share in top social networks!
Powered By Indic IME