ବେଭରେଜ କର୍ପୋରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫କୋଟି ଟଙ୍କା ପ୍ରଦାନ

tn_7-3-2013=3ରାଜ୍ୟ ବେଭରେଜ କର୍ପୋରେସନ ଗତକାଲି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫କୋଟି ଟଙ୍କା ପ୍ରଦାନ କରିଛି । କର୍ପୋରେସନ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏହି ପରିମାଣର ଚେକ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦେଇଥିଲେ । ଏହିସମୟରେ ବିଭାଗୀୟ ସଚିବ ଶ୍ରୀ ସୁଦର୍ଶନ ପାଲ ଠାକୁର ଉପସ୍ଥିତ ଥିଲେ ।

Share in top social networks!
Powered By Indic IME