ଏକ ଦିନିଆ ସ୍ୱାସ୍ଥ୍ୟ ସେବା ଶିବିର

କଣ୍ଟାବାଞ୍ଜି ମାରୱାଡି ୟୁବା ମଞ୍ଚ ଆନୁକୂଲ୍ୟରୁ ଏକ ଦିନିଆ ସ୍ୱାସ୍ଥ୍ୟସେବା ଶିବିର ସ୍ଥାନୀୟ ହରିଭବନରେ ଅନୁଷ୍ଠିତ ହେବାର ଦେଖାଯାଇଛି | ଏହି ଶିବିରରେ ଡଃ ପ୍ରବିନ ଅଗ୍ରବାଲ, ଡଃ ଅର୍ଚନା ଅଗ୍ରୱାଲ, ଡଃ ପି.କେ.ରାଉଲ, ଡଃ. ଆଶିଷ ଶର୍ମା, ଡଃ. କୁଲଦୀପ ଦାସ, ବିନାୟକ ବେହେରା ଯୋଗଦେଇ ୬୨୦ ଜଣ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ଉପରେ ପରାମର୍ଶ ଦେଇଥିଲେ | ଏହି ଶିବିରରେ ମାରୱାଡି ୟୁବା ମଞ୍ଚ ସଭାପତି ମଣିଷ ଆଗ୍ରୱାଲ, ସମ୍ପାଦକ ନାରାୟଣ ଅଗ୍ରୱାଲ ସାଙ୍ଗରେ ଆବାହକ ଆଶିଷ ଖୈତାନ ଓ ଆଶିଷ ଲାଠ ପ୍ରମୁଖ ଉପସ୍ଥିତ ଥିଲେ |

Share in top social networks!
Powered By Indic IME