କୋଟିପତି ମୋହରିର ଗିରଫ

ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀର ଚକବନ୍ଦୀ ଅଫିସରେ କମ କରୁଥିବା ମୋହରିର ଲିଙ୍ଗରାଜ ଜେନାଙ୍କୁ ସୋମବାର ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୪ ମାସ ତଳେ ଜେନାଙ୍କ ବିଭିନ୍ନ ବାସଭବନ ଓ ଅଫିସ ସମେତ ୪ଟି ସ୍ଥାନରେ ଚଢାଉ କରାଯାଇ ୨କୋଟି ୨୮ଲକ୍ଷ ୧୩ ହଜାର ୨୬୫ଟଙ୍କାର ସମ୍ପତ୍ତି ଠାବ କରଯାଇଥିଲା।

 

Share in top social networks!