କୁମ୍ଭମେଳାରେ ଓଡିଶାରୁ ଜଣେ ମୃତ ଓ ଜଣେ ଆହତ

କୁମ୍ଭମେଳାରେ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି | ମୃତ୍ୟୁବରଣ କରିଥବା ବ୍ୟକ୍ତି ଜଣକ ହେଲେ ସୋନପୁର ଜିଲ୍ଲାର ଡେରାପଡା ଗ୍ରାମର ଶଙ୍କର ପାତ୍ର (୭୦ ବର୍ଷ) ଏବଂ ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ର ଚାଇଁପୁର ଗ୍ରାମର ସୁରେନ୍ଦ୍ର ବେହେରା(୬୦ ବର୍ଷ) |

Share in top social networks!
Powered By Indic IME