ଧାମରାରେ ବାୟୋ ଟଏଲେଟ ପ୍ରକଳ୍ପ ଆରମ୍ଭ

ଦେଶର ପ୍ରଥମ ବାୟୋଟଏଲେଟ ପ୍ରୋଜେକ୍ଟ ଧାମରାରେ ଆରମ୍ଭ ହୋଇଛି। ଆଜି କେନ୍ଦ୍ର ଗ୍ରାମ୍ୟ ଉର୍ନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଓ ସାର-ରସାୟନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଉପସ୍ଥିତିରେ ଏହି ବାୟୋ ଟଏଲେଟ ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ପରିବେଶ ଓ ପରିମଳ ପାଇଁ ଗୁରୁତ୍ଵପୂର୍ଣ କୁହାଯାଉଥିବା ଏହି ଟଏଲେଟ ଆଗାମୀ ଦିନରେ ଦେଶର ପ୍ରାୟ ୧ ହଜାର ଗ୍ରାମ ପଞ୍ଚାୟତରେ କରାଯିବ।

Share in top social networks!