ପ୍ରଣୟ ଗୀତି

                         କବି-ଶ୍ରାବଣୀ ପଟ୍ଟନାୟକ

 

ସିଏ କି ବରଷା ଶୁଣାଏନି ଯିଏ

ରିମଝିମ ମଧୁ ରାଗିଣୀ॰॰!

 

ସିଏ କି ପ୍ରେମିକ ହୃଦୟେ ଯାହାର

ପ୍ରୀତିର ପୁଲକ ଜାଗିନି!!

 

ସିଏ କି ପ୍ରଣୟ ପାଖରେ ଯାହାର

ଭ୍ରମର ଗାଏନି ଗୀତ!

 

ସିଏ କି ପ୍ରେମିକ ପଣତରେ ଯାର

ନ ଥାଏ ଚୁମ୍ବନ ଦାଗ॰॰॰!!

Share in top social networks!