ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ବିଂଶତମ ବକ୍ତୃତା; କୋହିନୂରର ଇତିହାସ ଉପରେ ଓ୍ୱିଲିୟମ୍ ଡାଲ୍ରିମ୍ପଲ୍ଙ୍କ ଆଲୋଚନା

ଆଜି ରାଜ୍ୟ ସଚିବାଳୟଠାରେ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ବିଂଶତମ ବ୍ୟାଖ୍ୟାନ ଅନୁଷ୍ଠିତ
ହୋଇଯାଇଛିା ଏଥ#ରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ, ସାମ୍ବାଦିକ ଓ ସାହିତି୍ୟକ ଶ୍ରୀ ଓ୍ୱିଲିୟମ୍ ଡାଲ୍ରିମ୍ପଲ୍ କୋହିନୂରର
ଇତିହାସ ସଂପର୍କରେ ଆଲୋଚନା କରିଥ#ଲୋ କୋହିନୂର ଭାରତରେ ସାମ୍ରାଜ୍ୟବାଦର ପ୍ରତୀକ ବୋଲି ଡାଲ୍ରିମ୍ପଲ୍ ମତରଖ#
୧୭୩୦ ମସିହାଠାରୁ ଏହାର ଇତିହାସ ଉପରେ ଆଲୋକପାତ କରିଥ#ଲୋ କୋହିନୂର ଭାରତୀୟ ଭାସ୍କର୍ଯ୍ୟ, ସାହିତ୍ୟ ଏବଂ
ଇତିହାସ ସହ ଜଡ଼ିତ ଥ#ବାର ବିଭିନ୍ନ ପ୍ରାମାଣିକ ତଥ୍ୟ ମଧ୍ୟ ଡାଲ୍ରିମ୍ପଲ୍ ରଖ#ଥ#ଲୋ ଇତିହାସ ଚକ୍ରରେ ରାଜା ରଣଜିତ୍ ସିଂହ
ଏକଦା କୋହିନୂରକୁ ଉତ୍କଳର ଜଗନ୍ନାଥଙ୍କୁ ଭେଟି ଦେଇଥ#ବାର ଐତିହାସିକ ଉପାଖ୍ୟାନ ବିଷୟରେ ମଧ୍ୟ ସେ ସୂଚନା
ଦେଇଥ#ଲୋ
ସୂଚନାଯୋଗ୍ୟ, ଓ୍ୱିଲିୟମ୍ ଡାଲ୍ରିମ୍ପଲ୍ ଅନିତା ଆନନ୍ଦଙ୍କ ସହ ମିଳିତ ଭାବେ ୨୦୧୬ ମସିହାରେ “କୋହିନୂରର
ଇତିହାସ’ ନାମକ ପୁସ୍ତକ ପ୍ରକାଶିତ କରିଥ#ଲୋ ନିକଟ ଅତୀତରେ ନୁ୍ୟୟର୍କଠାରେ ଏସିଆ ସମାଜ ପାଇଁ ସେ ମୋଗଲ କଳାର
ଏକ ପ୍ରମୁଖ ପ୍ରଦର୍ଶନୀ ଆୟୋଜନ କରିଥ#ଲେ ଯେଉଁଥ#ରେ କୋହିନୂରର ମୋଗଲ କଳା ସହ ସଂପର୍କ ବିଷୟ ଉପସ୍ଥାପିତ
ହୋଇଥ#ଲାା ଡାଲ୍ରିମ୍ପଲ୍ କୋହିନୂରକୁ “ପୃଥ#ବୀର ସର୍ବାଧ#କ ଅପଖ୍ୟାତ ହୀରା’ର ଆଖ୍ୟା ଦେଇଥ#ଲୋ
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ଅସୀତ କୁମାର ତି୍ରପାଠୀ ଡାଲ୍ରିମ୍ପଲ୍ଙ୍କୁ ଓଡ଼ିଶା ଜ୍ଞାନପୁଞ୍ଜ
ବକ୍ତୃତାମାଳା ସହ ପରିଚିତ କରାଇ କହିଥ#ଲେ ଯେ ସେ ଭାରତ ଓ ଇସ୍ଲାମୀୟ ବିଶ୍ୱ ସମ୍ବନ୍ଧୀୟ ୯ଟି ପୁସ୍ତକ ରଚନା କରିଛନ୍ତିା
ଲୋକପି୍ରୟ ଲେଖା ପାଇଁ ଓ୍ୱିଲିୟମ୍ ଡାଲ୍ରିମ୍ପଲ୍ଙ୍କୁ “ଥମାସ୍ ବୁକ୍ ଭ୍ରମଣ ପୁରସ୍କାର’, “ଓଲ୍ଫ୍ସନ୍ ପୁରସ୍କାର’, “ସ୍କଟିସ୍ ବୁକ୍
ପୁରସ୍କାର’ ଆଦି ପୁରସ୍କାର ପାଇଛନ୍ତିା ଡାଲ୍ରିମ୍ପଲ୍ ତାଙ୍କର ପୁସ୍ତକ “ନଅଟି ଜୀବନ: ଆଧୁନିକ ଭାରତରେ ପବିତ୍ରତାର ସନ୍ଧାନ’
ପାଇଁ ନିକଟ ଅତୀତରେ “ଏସିଆ ହାଉସ୍ ସାହିତି୍ୟକ’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବୋଲି ଉନ୍ନୟନ କମିଶନର ଶ୍ରୀ
ତି୍ରପାଠୀ କହିଥ#ଲୋ
ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ
ଶାସନ ସଚିବ, କମିଶନର, ବରିଷ୍ଠ ଅଧ#କାରୀ, ଐତିହାସିକ, ଶିକ୍ଷାବିତ୍, ଗବେଷକ ଓ ଛାତ୍ରଛାତ୍ରୀମାନେ ବକ୍ତୃତା ପରବର୍ତ୍ତୀ
ଆଲୋଚନାରେ ଭାଗ ନେଇଥ#ଲୋ ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଡାଲ୍ରିମ୍ପଲ୍ଙ୍କୁ ଜ୍ଞାନପୁଞ୍ଜ ବକ୍ତୃତାମାଳାର
ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥ#ଲୋ
ବକ୍ତୃତାମାଳାର କ୍ରମବର୍ଦ୍ଧିଷ୍ଣୁ ଲୋକପି୍ରୟତା ଦୃଷ୍ଟିରୁ ଏହାକୁ ସଚିବାଳୟର ଦ୍ୱିତୀୟ ମହଲା, ରାଜସ୍ୱ ଓ ବିପର୍ଯ୍ୟୟ
ପରିଚାଳନା ବିଭାଗର ସଭା କକ୍ଷ ଏବଂ ବିଭିନ୍ନ ଜିଲ୍ଲା ସଦର ମହକୁମା ସହ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ସଂଯୋଗ
କରାଯାଇଥ#ଲାା ସେଠାରୁ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧ#କାରୀ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ
ଗବେଷକମାନେ ଏଥ#ରେ ଭାଗ ନେଇଥ#ଲୋ