ଭୁବନେଶ୍ବରରେ କେନ୍ଦ୍ର ରେଳ ରାଷ୍ଟମନ୍ତ୍ରୀ ମନୋଜ ସିହ୍ନା

ଭୁବନେଶ୍ବରରେ କେନ୍ଦ୍ର ରେଳ ରାଷ୍ଟମନ୍ତ୍ରୀ ମନୋଜ ସିହ୍ନା, ସପ୍ତାହକୁ ୩ ଥର ସମ୍ବଲପୁର-ସାଲିମାର ଭାୟା ତାଳଚେର ନୂଆ ଟ୍ରେନ୍, ଗଣ୍ଡୁଆନା ଏକ୍ସପ୍ରେସ୍ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଢେଙ୍କାନାଳରେ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ର ରହିବ. ବାଲେଶ୍ବରରେ ହାଓଡ଼ା-ସତ୍ୟସାଇ ନୀଳୟ ପ୍ରଶାନ୍ତି ଏକ୍ସପ୍ରେସ୍‌ର ରହିବ । ଭଦ୍ରକ ରେଳ ଷ୍ଟେସନରେ ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ୍‌ର ରହିବ, ଜଳେଶ୍ବରରେ ପୁରୁଲିଆ-ଭିଲୁପୁରମ୍ ଏକ୍ସପ୍ରେସ୍‌ର ରହିବ,
କଣାସରୋଡରେ ପାରାଦୀପ-ପୁରୀ ଏକ୍ସପ୍ରେସ୍‌ର ରହଣି, ମାର୍କୋଣାରେ ହାଓଡ଼ା-ପୁରୀ ଏକ୍ସପ୍ରେସ୍‌ର ରହଣି.

ଧାନମଣ୍ଡଳରେ ନୀଳାଚଳ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, କେନ୍ଦୁଝର-ଭୁବନେଶ୍ବର ପାସେଞ୍ଜର ରହିବ, କଣାସରୋଡରେ ବଡ଼ବିଲ-ପୁରୀ ପାସେଞ୍ଜର ରହିବ, BSNL ଦ୍ବାରା ୨୮୦ଟି ଗ୍ରାମୀଣ ୱାଇଫାଇ ହଟ୍‌ସ୍ପଟ ହେବ, BSNL ଦ୍ବାରା ୭୦୮ସ୍ଥାନ ପାଇଁ କମ୍ପ୍ରେହେନସିଭ ପର୍ଲ ଆର୍କାଇଭ ନେଟୱର୍କ,
ଭୁବନେଶ୍ବର ଷ୍ଟେସନରେ ନୂଆ ଏସ୍କାଲେଟରର ଓ ଫୁଟ୍ ଓଭର ବ୍ରିଜ ହେବ.

ଭଦ୍ରକ ରେଳ ଷ୍ଟେସନରେ ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ୍‌, ଜଳେଶ୍ବରରେ ପୁରୁଲିଆ-ଭିଲୁପୁରମ୍ ଏକ୍ସପ୍ରେସ୍‌, କଣାସରୋଡରେ ପାରାଦୀପ-ପୁରୀ ଏକ୍ସପ୍ରେସ୍‌, ମାର୍କୋଣାରେ ହାଓଡ଼ା-ପୁରୀ ଏକ୍ସପ୍ରେସ୍‌, ଧାନମଣ୍ଡଳରେ ନୂଆଦିଲ୍ଲୀ-ପୁରୀ ନୀଳାଚଳ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ରହିବ.

Share in top social networks!
Powered By Indic IME