ଆରଏସ୍ଏସ୍ ମୁଖ୍ୟଙ୍କ ତିନିଦିନିଆ ଓଡିଶା ଗସ୍ତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ଡ. ମୋହନରାଓ ଭାଗବତ ତିନି ଦିନିଆ ଓଡିଶା ଗସ୍ତରେ ଆସି ଶୁକ୍ରବାର ଦିନ ଭୁବନେଶ୍ୱରରେ ପହଞ୍ଚôଛନ୍ତି ।
ଏହା ତାଙ୍କର କେବଳ ସାଙ୍ଗଠନକି ପ୍ରବାସ । ସାଂଗଠନିକ ଦୃଢି କରଣ, ବିସ୍ତାର ଏବଂ କାର୍ଯ୍ୟକର୍ତ୍ତା ନିର୍ମାଣ ଉପରେ ବିଶେଷ ଧ୍ୟାନ ଦେବେ । ଭୁବନେଶ୍ୱରରେ ଅନୁÂିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମଧ୍ୟ ବଙ୍ଗଳା ଓଡିଶାର କ୍ଷେତ୍ର ବୈଠକ ଅନୁÂିତ ହେଉଛି । ଏଥିରେ ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ଓ କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ଭାଗବତଙ୍କର କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମ ଅନୁÂିତ ହେବ ନାହିଁ ବୋଲି ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME