ଶ୍ରୀ ଶ୍ରୀ ବିଶ୍ବବିଧ୍ୟାଳୟରେ ଶ୍ରୀମତୀ ଭାନୁମତୀ ନରସିଂହନ ଙ୍କ ଦ୍ୱାରା ବିଶାଳ ଧ୍ୟାନ ଶିବିର

ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଜୀ ଙ୍କ ଭଗ୍ନୀ ରେକର୍ଡ ବିକ୍ରି ପୁସ୍ତକ ପ୍ଳଟିଉ ଅଫ ଦି ପିକ ର ରଚୟିତା ଶ୍ରୀମତୀ ଭାନୁମତୀ ନରସିଂହନ ଡ଼ିସେମ୍ବର ୧୮ ରୁ ଡ଼ିସେମ୍ବର ୨୦, ୨୦୧୮; ତିନିଦିନିଆ ଗ୍ରସ୍ଥରେ ଓଡିଶା ଆସୁଛନ୍ତି | ତାଙ୍କର ଗ୍ରସ୍ଥ ସମୟରେ ହଜାର ହଜାର ପ୍ରତିଭାଗୀଙ୍କୁ “ସହଜ ସମାଧି ” ଶିକ୍ଷା ଦେବେ ଓ ସତସଙ୍ଗ କାର୍ଯ୍ୟକର୍ମ ରେ ଯୋଗ ଦେବେ | ଏହି “ସହଜ ସମାଧି ” ଧ୍ୟାନ କାର୍ଯ୍ୟ କ୍ରମରେ ସେ ସହଜରେ ଧ୍ୟାନସ୍ଥ ହେବାର ପ୍ରଣାଳୀ ଶିଖେଇବେ|ଏହି କାର୍ଯ୍ୟ କ୍ରମରେ ଦୂଇଟି ରେ ପର୍ଯ୍ୟୟା ରେ ଆୟୋଜିତ ହେବ | ପ୍ରାତଃରେ ୭.୦୦ ଟା – ୯.୦୦ ଟା ଓ ସନ୍ଧ୍ୟା ରେ ୫.୩୦ ରୁ ୭.୩୦ ଟା ତିନିଦିନ ଧରି ଶିକ୍ଷା ଦିୟା ହେବ | ଏହା ବ୍ୟତୀତ ୨୦ ଡ଼ିସେମ୍ବର ସନ୍ଧ୍ୟା ସମୟରେ ସେ ମହା ସତସଙ୍ଗ ରେ ଯୋଗ ଦେବେ
ଧ୍ୟାନ ର ଉପକାରିତା ସମ୍ବନ୍ଧରେ ବୈଜ୍ଞାନିକ ମାନେ ଗବେଷଣା କରି ତାର ଉପକାରିତା ସମ୍ବନ୍ଧରେ ବିଭିନ୍ନ ପତ୍ରପତ୍ରିକାରେ ବହୁଳ ଭାବେ ପ୍ରଚାରିତ ଓ ପ୍ରସାରିତ କରୁଛନ୍ତି |ସହଜ ସମାଧି ଧ୍ୟାନ ନିୟମିତ କଲେ ଅଧିକ ଉର୍ଜ୍ଜା ,ଶାରୀରିକ ଓ ମାନସିକ ସ୍ୱାସ୍ଥର ଉନ୍ନତି ,ମାନସିକ ଶାନ୍ତି ତଥା ଚିନ୍ତାରେ ନିର୍ମଳତା ଆସେ | ନିୟମିତ ଅଭ୍ୟାସରତ ବ୍ୟକ୍ତି କିପରି ହୃଦରୋଗ,ସ୍ନାୟୁ ଜନିତ ରୋଗ ଏବଂ ଅବସଦର ପ୍ରଭାବଜନିତ ରୋଗ ରୁ ମୁକ୍ତି ପାଉଛନ୍ତି ,
ସହଜରେ ଧ୍ୟାନ କରାଇବାର ସମସ୍ତ ପ୍ରଣାଳୀ ଏଥିରେ ଶିକ୍ଷା ଦିୟା ଯିବାର ବ୍ୟବସ୍ତା ରହିଛି | ୧୬ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଧ୍ୟାନ ଅଭ୍ୟାସ କରିପାରିବେ ଏବଂ ଅଭୁତପୁର୍ବ ମାନସିକ ତୃପ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିପାରିବେ |ପ୍ରତିଭାଗୀ ମାନଙ୍କୁ ଏକ ମାନସିକସ୍ତରରେ ଏକ ସହଜ ଶବ୍ଧ ବ୍ୟବହାର କରିବାକୁ ଶିକ୍ଷା ଦିଆଯାଏ ଓ ତାଦ୍ୱାରା ସେମାନେ ସହଜରେ ଧ୍ୟାନସ୍ଥ ହୋଏପାରନ୍ତି|ଯେତେବେଳେ ମନ ଧ୍ୟାନର ଗଭୀରତାକୁ ସ୍ପର୍ଶ କରେ, ସେତେବେଳେ ବ୍ୟକ୍ତି ଚିନ୍ତାମୁକ୍ତ ହୁଏ ,ନିର୍ଣ୍ଣୟ ନେବାରେ ସ୍ପଷ୍ଟତା ଆସେ ଓଜୀବନ ଅଧିକ ଆନନ୍ଦମୟ ହୁଏ |

ଶ୍ରୀମତୀ ଭାନୁମତୀ ନରସିଂହନ ଜଣେ ଯୋଗ ଶିକ୍ଷକ , ସେ ଏହି ସହଜରେ ଧ୍ୟାନସ୍ଥ ହେବାର ପ୍ରଣାଳୀକୁ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷା ଦେଉଛନ୍ତି |ସେ ଆର୍ଟ ଅ ଲିଭିଂ ର ମହିଳା ଓ ଶିଶୁ ବିକାଶ ବିଭାଗର ମୁଖ୍ୟ ନିର୍ଦେଶକା ଓ ସେ ୧୫୫ ଦେଶ ରେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି |ତାଙ୍କ ତ୍ୱାବଧାନ ରେ ” ଗିଫ୍ଟ ଏ ସ୍ମାଇଲ – ଏ କେୟାର ଫୋର ଚାଇଲଡ ” କାର୍ଯ୍ୟ କ୍ରମ ପରିଚାଳିତ ହୋଉଛି ଯୋଉଥିରେ ନିଷ୍ପେସିତ , ଗରିବ ପିଲାମାନଙ୍କୁ ଗୁଣାତ୍ମକ ପୂର୍ଣ୍ଣାଙ୍ଗ ଶିକ୍ଷା ମାଗଣା ରେ ଦିୟା ଯାଉଛି |ଏହି ପରିପେକ୍ଷି ରେ ୨୦ ଟି ରାଜ୍ୟ ରେ ୬୭୦୦୦ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି୦ ବିଶଷେଶ କରି ଝିଅ ପିଲାମଙ୍କ ପ୍ରତି ବେଶୀ ଧ୍ୟାନ ଦିଆଯାଉଛି\ଶ୍ରୀମତୀ ଭାନୁମତୀ ନରସିଂହନ ନିଜର ସମାଜ ସେବା ଓ ମହିଳା ଉନ୍ନିତି ଦିଗରେ କାର୍ଯ୍ୟକ୍ରମ ଯୁଗ ସମ୍ମାନଜନକ ସଦ୍ଗୁରୁ ଗଣନାନନ୍ଦ ଜାତୀୟ ପୁରସ୍କାର ପାଇଛନ୍ତି |ସେ ଅନ୍ତର୍ଜାତୀୟ ମହିଳା ସମ୍ମିଳ୍ଳନୀ ର ମୁଖ୍ୟ ଭାବେ ସମ୍ମିଳନୀ ଆୟୋଜନ କରିଥିଲେ ଯେଉଁଥିରେ ୫୦୦୦ ମହିଳା ୮୦ ଟି ଦେଶରୁ ଭାଗ ନେଇଥିଲେ| ଶ୍ରୀମତୀ ନରସିଂହନ ଏକାଧାର ରେ ଏକ ଲେଖିକା ମଧ୍ୟ ସେ ଗୁରୁଦେବ ରବିଶଙ୍କର ଙ୍କ ଯିବନି ‘ପ୍ଲାଟୁ ଅଫ ଦ ପିକ’ ପୁସ୍ତକ ତଥା ତେଜସ୍ୱିନୀ ଲଳିତା ଇତ୍ୟାଦି ପୁସ୍ତକ ରଚନା କରିଛନ୍ତି,ସେ ୨୦୧୪ ରେ ରୋଟାରୀ ପୁରସ୍କାର,୨୦୧୭ ରେ ବିଶ୍ୱ ମହିଳା ଅର୍ଥନୀତି ସମ୍ମିଳନୀ ପୁରସ୍କାର ଏବଂ ୨୦୧୮ ରେ ନାରୀଶକ୍ତି ପକ୍ଷ ରୁ ଜୀବନବ୍ୟାପୀ ସାଧନା ପୁରସ୍କାର ରେ ସଂମାନିତ ହୋଇଛନ୍ତି |ଏହି ଧ୍ୟାନ କାର୍ଯ୍ୟକ୍ରମ ଯୋଗ ଦେବାପାୟୀ ଏହି ନମ୍ବର( ୯୪୩୭୬୩୦୧୮୩/୯୮୬୧୫୨୪୧୪୧ )ରେ ଯୋଗାଯୋଗ କରନ୍ତୁ |