କୋଣାର୍କ ପ୍ରସଙ୍ଗ: ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶର୍ମାଙ୍କ ଆଲୋଚନା; ଡିସେମ୍ବର ୧୦ରେ ହେବ ଓଡ଼ିଶାରେ ବୈଠକ

ଆଜି ପୂର୍ବାହ୍ନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ମହେଶ
ଶର୍ମାଙ୍କ ସହିତ ନୂଆଦିଲ୍ଲୀରେ ଏକ ବୈଠକରେ ମିଳିତ ହୋଇ ବିଶ୍ୱ ଐତିହ୍ୟ ପ୍ରସିଦ୍ଧ କୋଣାର୍କ ମନ୍ଦିର ତଥା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିଗୁଡ଼ିକର
ସଂରକ୍ଷଣ ବାବଦରେ ଦେଖାଦେଇଥ#ବା ଅଭିଯୋଗ ଏବଂ ସମସ୍ୟା ନେଇ ଆଲୋଚନା କରିଥ#ଲୋ ଆଲୋଚନା ସମୟରେ କେନ୍ଦ୍ର
ପେଟ୍ରୋଲିୟମ୍ ଓ ପ୍ରାକୃତି ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥ#ଲୋ
ଆସନ୍ତା ଡିସେମ୍ବର ୧୦ ତାରିଖ ଦିନ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ କୋଣାର୍କ ସଂପର୍କରେ
ବ୍ୟାପକ ଆଲୋଚନା ହେବା ଏହି ଆଲୋଚନାରେ ୧୯୯୭ ଓ ୨୦୧୦ରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଦତ୍ତ ବିଭିନ୍ନ ସୁପାରିଶ
ନେଇ ହୋଇଥ#ବା କାର୍ଯ୍ୟାନୁଷ୍ଠାନ ବାବଦରେ ମତବିନିମୟ ହେବା ଏହି ସୁପାରିଶ ଜାତୀୟ କୋଠାବାଡ଼ି ଗବେଷଣା ପ୍ରତିଷ୍ଠାନକୁ
ଦିଆଯାଇଥ#ବା ପ୍ରକାଶା ସେହି ରିପୋର୍ଟ ଆଧାରରେ ମଧ୍ୟ ଆଲୋଚନା କରାଯିବା ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶର୍ମା ଅଧ୍ୟକ୍ଷତା କରିବେ
ବୋଲି ଜଣାପଡ଼ିଛିା ଏ ବାବଦରେ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଆହୂତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶର୍ମା ରାଜ୍ୟ
ସରକାରଙ୍କୁ ଚିଠି ଲେଖ#ବୋ ସଂସ୍କୃତି ବିଭାଗ, ପ୍ରନ#ତତ୍ତ୍ୱ ବିଭାଗ, ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା, ଓଡ଼ିଶା ସରକାରଙ୍କ ପ୍ରତିନିଧବୃନ୍ଦ#
ଏବଂ ବିଶେଷଜ୍ଞମାନେ ଏହି ବୈଠକରେ ଉପସ୍ଥିତ ରହିବୋ ଏହି ବୈଠକରେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ
ନେଇ ଚୂଡ଼ାନ୍ତ ଆଲୋଚନା ହେବା
ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶର୍ମାଙ୍କ ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ଆଲୋଚନା କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ
ସମେତ ଲୋକସଭା ସଦସ୍ୟ ଡ. ପ୍ରସନ୍ନ ପାଟ୍ଟଶାଣୀ, ନିମାପଡ଼ା ବିଧାୟକ ଶ୍ରୀ ସମୀର ରଂଜନ ଦାସ, କାକଟପୁର ବିଧାୟକ ଶ୍ରୀ ସୁରେନ୍ଦ୍ର
କୁମାର ସେଠୀ, କେନ୍ଦ୍ର ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଓଡ଼ିଶା ସଂସ୍କୃତି
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବ ଜିୟ କୁମାର ନାୟକ ଉପସ୍ଥିତ ଥ#ଲୋ
୧୯୯୭ ଓ ୨୦୧୦ରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଦତ୍ତ ସୁପାରିଶକୁ ଜାତୀୟ କୋଠାବାଡ଼ି ଗବେଷଣା ପ୍ରତିଷ୍ଠାନକୁ
ପ୍ରଦାନ କରାଯାଇଥ#ବାବେଳେ ସେ ସଂପର୍କିତ ରିପୋର୍ଟ ନିକଟ ଅତୀତରେ ମିଳିଛି ବୋଲି ବୈଠକରେ ମତପ୍ରକାଶ ପାଇଥ#ଲାା ସେ ସମସ୍ତ
ରିପୋର୍ଟକୁ ଭିତ୍ତିକରି ଏକ କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରିବାକୁ କୁହାଯାଇଛିା ବୈଠକରେ ସେ ସଂପର୍କିତ ଆଲୋଚନା ହୋଇ ଚୂଡ଼ାନ୍ତ
ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ପ୍ରକାଶ କର ଛି ନ୍ତିା
ଓଡ଼ିଶାରେ ଆସନ୍ତା ୧୦ ତାରିଖ ଦିନ କୋଣାର୍କ ସଂପର୍କିତ ଉଚ୍ଚସ୍ତରୀୟ ବୈଠକ ଡକାଇବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଲେଖ#ବାକୁ ଥ#ବା
ଚିଠିର ଉତ୍ତର କ୍ରମେ କେନ୍ଦ୍ରୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ବୈଠକ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛିା
ବୈଠକରେ ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ବିଶେଷଜ୍ଞ, ରାଜ୍ୟ ସଂସ୍କୃତି ବିଭାଗର ବହୁ ପଦସ୍ଥ ଅଧ#କାରୀ ଉପସ୍ଥିତ ରହିବେ ବୋଲି
କୁହାଯାଇଛିା
କୋଣାର୍କ ମନ୍ଦିରର ଐତିହ୍ୟ ଓ ଗରିମାକୁ ଦୃଷ୍ଟିରେ ରଖ# ଉଚ୍ଚସ୍ତରୀୟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଶା
କରାଯାଇଛିା କାରୁକାର୍ଯ୍ୟର ସଂରକ୍ଷଣ ଓ ପୂର୍ଣ୍ଣତା ବାବଦରେ ବିଭିନ୍ନ ମହଲରେ ବହୁତ ଆଶା ସଂଚାର ହୋଇଛିା

Share in top social networks!
Powered By Indic IME