ଦୁଇ ଦିନିଆଁ ମେଘା ସ୍ୱାସ୍ତ୍ୟ ଶିବିର ଉଦଘାଟିତ

Report by Akshya Rout, Jajpur: ଦୁଇ ଦିନିଆଁ ମେଘା ସ୍ୱାସ୍ତ୍ୟ ଶିବିର ଉଦଘାଟିତ; ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅଶ୍ୱସ୍ତପାଳ ଠାରେ ସୁକିନ୍ଦା ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମେଘା ସ୍ୱାସ୍ତ୍ୟ ଶିବିରକୁ ବିଧାୟକ ପ୍ରୀତିରଞ୍ଜନ ଘଡେଇ ପ୍ରଦୀପ ପ୍ରଜ୍ଜ୍ଵ ଲନ କରି ଉଦ୍ଘାଟନ କରିଛନ୍ତି ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସଧିକାରୀ ,ଦାନଗଦି ବ୍ଲକ ଅଧକ୍ଷା ଲୋପାମୁଦ୍ରା ନାୟକ, ଦାନଗଦୀ ବ୍ଲକ ଉପାଧକ୍ଷ ସୁଧାଂଶୁ ଭଂଜ,ଜିଲାପରିଷଦ ସଭ୍ୟା ସରୋଜିନୀ ରାଜ,ଭାଗ୍ୟଲଷ୍ମୀ ରାଉତ,ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ପ୍ରଦୀପ କୁମାର ମହାନ୍ତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ,ଏହି ସ୍ୱାସ୍ତ୍ୟ ଶିବିରରେ ବିଭିନ୍ନ ବିଭାଗ ଡକ୍ଟର ମାନେ ଯୋଗ ଦେଇ ରୋଗୀ ମାନଙ୍କ ଚିକିତ୍ସା କରିଛନ୍ତି, ପ୍ରଥମ ଦିନରେ ଏହି ଶିବିରରେ ବହୁ ରୋଗୀ ଆସୁଥିବାର ଦେଖିବାକୁ ମିଳିଥିଲା

Share in top social networks!
Powered By Indic IME