ପୁରସ୍କସ୍କୃତ ହେବେ ୨୪ ବିଧାୟକ

ଭୁବନନେଶ୍‍ଶ୍ୱ,୬ା୭- ବିଧାୟକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ୟ୍ୟ ଓ ପ୍ରଦର୍ଶନ ନିମନ୍ତେ ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ର ତାଲିକା ଚୂଡ଼ାନ୍ତ ହୋଇଛି। ୨୦୦୯ରୁ ୨୦୧୬ ମସିହା ପର୍ୟ୍ୟନ୍ତ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ କାର୍ୟ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ। ଦୀର୍ଘ ୯ବର୍ଷ ଧରି ଏହି ପୁରସ୍କାର ଘୋଷଣା ନ ହୋଇ ପଡ଼ି ରହିଥିଲା।
ପଣ୍ଡିତ ନୀଳକଣ୍ଠ ସମ୍ମାନ
ଞ୍ଚ୨୦୦୯ – ବିଷ୍ଣୁ ଚରଣ ଦାସଞ୍ଚ , ୨୦୧୦-ଅରୁଣ କୁମାର ସାହୁ, ୨୦୧୧- ପ୍ରଭାତ କୁମାର ବିଶ୍ୱାଳ, ୨୦୧୨- ଡଃ ପ୍ରଫୁଲ୍ଲ ମାଝୀ, ୨୦୧୩-ଅମରପ୍ରସାଦ ଶତପଥୀ, ୨୦୧୪ ପ୍ରମିଳା ମଲ୍ଲିକ, ୨୦୧୫- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୨୦୧୬ – ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଉତ୍କଳଗୌରବ ମଧୁସୂଦନ ସମ୍ମାନ
୨୦୦୯- ସୁରେନ୍ଦ୍ରନାଥ ନାୟକ, ୨୦୧୦- ବିମ୍ୱାଧର କୁଅଁର, ୨୦୧୧- ନିତ୍ୟାନନ୍ଦ ପ୍ରଧାନ, ୨୦୧୨- ଉମେଶଚନ୍ଦ୍ର ସ୍ୱାଇଁ, ୨୦୧୩- ବିକ୍ରମକେଶରୀ ବର୍ମା, ୨୦୧୪- ରାଜେନ୍ଦ୍ର ଢୋଲକିଆ, ୨୦୧୫- ସୁରେନ୍ଦ୍ରନାଥ ପରମାଣିକ ଓ ୨୦୧୬- ଚକ୍ରଧର ପାଇକ
ଉତ୍କଳମଣି ଗୋପବନ୍ଧୁ ସମ୍ମାନ
୨୦୦୯ -ସଞ୍ଜୟ ଦାସବର୍ମା, ୨୦୧୦- ପ୍ରୀତିରଞ୍ଜନ ଘଡ଼େଇ, ୨୦୧୧- ସମୀର ରଞ୍ଜନ ଦାଶ, ଞ୍ଚ୨୦୧୨- ପ୍ରଶାନ୍ତ କୁମାର ମୁଦୁଲିଞ୍ଚ , ୨୦୧୩- ବିଜୟ କୁମାର ମହାନ୍ତି, ୨୦୧୪- ଡଃ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫- କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ – ପ୍ରଦୀପ ପୁରୋହିତ

Share in top social networks!
Powered By Indic IME