ଗ୍ରାମାଞ୍ଚଳରେ ଅଧ#କ ବ୍ୟାଙ୍କିଂ ସୁବିଧା ଉପରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ଗୁରୁତ୍ୱ

ଓଡ଼ିଶାରେ ଆଥ#ର୍କ ଅନ୍ତର୍ଭୁକ୍ତିକରଣକୁ ବ୍ୟାପକ କରିବା ପାଇଁ ଅଧ#କ ସଂଖ୍ୟକ ବ୍ୟାଙ୍କ, ବିଶେଷ କରି
ଗ୍ରାମାଞ୍ଚଳରେ ଅଧ#କ ବ୍ୟାଙ୍କିଂ ଆଉଟ୍ଲେଟ୍ ଖୋଲିବା ଆବଶ୍ୟକା ଏହା ଋଣ ପ୍ରଦାନରେ ସହାୟକ ହେବା ସହ
ଗ୍ରାମାଞ୍ଚଳର ଆର୍ଥ#କ ଅଭିବୃଦ୍ଧିରେ ସହାୟକ ହେବା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଶାଖା ଖୋଲିବା ପାଇଁ
ଆବଶ୍ୟକୀୟ ସ୍ଥାନ, ଗୃହ, ଭିସାଟ୍ ଯୋଗଯୋଗ, ବିଦ୍ୟୁତ ସଂଯୋଗ ଆଦି ଯୋଗାଇଦେବେ ବୋଲି ଅର୍ଥ,
ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା କହିଛନ୍ତିା
ଆଜି ଅପରାହ୍ନରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୫୧ତମ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ
ବେହେରା କହିଲେ ଯେ ୧୪୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ନିଷ୍ପତ୍ତି କ୍ରମେ ୧୪୭୪ଟି
ଗ୍ରାମପଞ୍ଚାୟତର ୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି ପ୍ରକାର ସୁବିଧା ନଥ#ବା ପଞ୍ଚାୟତ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା
୧୦୫୮ଟି ବ୍ୟାଙ୍କିଂ ଆଉଟ୍ଲେଟ୍ ଖୋଲାଯାଇଛିା ଅବଶିଷ୍ଟ ୪୧୬ଟି ଗ୍ରାମପଞ୍ଚାୟତରେ ୨୦୧୯ ମାର୍ଚ୍ଚ ପୂର୍ବରୁ
ବାଙ୍କ ସୁବିଧା ଯୋଗାଇବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା କହିଥ#ଲୋ ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା
ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ଅତିରିକ୍ତ ସଚିବ(ଫାଇନାନ୍ସ ଇନ୍କ୍ଲ&ୁଜନ୍)
ଶ୍ରୀ ଦେବାଶିଷ ପଣ୍ଡାଙ୍କ ଓଡ଼ିଶାରେ ବ୍ୟାଙ୍କିଂ ନେଟ୍ଓ୍ୱାର୍କରେ ଥ#ବା ଅସନ୍ତୁଳନକୁ ଦୂର କରିବା ପାଇଁ ଆବଶ୍ୟକୀୟ
ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥ#ଲୋ
ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ କୃଷି ଋଣ
ଉପଲବ୍ଧ କରାଇବା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ପାଇଁ ଥ#ବା କ୍ରେଡିଟ୍ ଗ୍ୟାରେଣ୍ଟି ବ୍ୟବସ୍ଥା
ଅନୁରୂପ କୃଷକମାନଙ୍କ ନିମନ୍ତେ ଋଣ ପ୍ରଦାନ ବ୍ୟବସ୍ଥା କରିବା କରାଗଲେ କୃଷକମାନଙ୍କୁ ମଧ୍ୟ ସହଜରେ ଋଣ
ମିଳିପାରିବା ଏହା ଦ୍ୱାର କୃଷି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥ#ଲୋ
ମନ୍ତ୍ରୀ ଶ୍ରୀ ବେହେରା ଆହୁରି ମଧ୍ୟ କହିଲେ ଯେ ଜିଲ୍ଲା ଓ ଉପଖଣ୍ଡରେ କାର୍ଯ୍ୟ କରୁଥ#ବା ସ୍ୱଳ୍ପ ସଂଚୟ
ଅଧ#କାରୀଙ୍କୁ ସେମାନଙ୍କ ସ୍ତରରେ ଆଥ#ର୍କ ଅନ୍ତର୍ଭୁକ୍ତି ଓ ଡିଜିଟାଲ ପେମେଣ୍ଟକୁ ବ୍ୟାପକ କରିବା ଦିଗରେ କାର୍ଯ୍ୟ
କରିବା ପାଇଁ କୁହାଯାଇଛିା ସେମାନେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାଙ୍କ ଓ ବୀମା ସୁବିଧାର ଉପଯୋଗ
ଆଦି ବିଷୟ ଉପରେ ଆଥ#ର୍କ ସଚେତନତା ସୃଷ୍ଟି କରିବୋ ଏହି ଅଧ#କାରୀମାନଙ୍କୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ
ଆବଶ୍ୟକ ପ୍ରଶିକ୍ଷଣ ଦିଆଗଲେ ତାହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥ#ଲୋ
ଗତ ୨୦୧୭-୧୮ ବର୍ଷରେ ବ୍ୟାଙ୍କମାନଙ୍କ ଦ୍ୱାରା ବାର୍ଷିକ ଋଣ ଯୋଜନାରେ ୬୦ ହଜାର କୋଟି
ଟଙ୍କାର ଲକ୍ଷ୍ୟ ରଖାଯାଇଥ#ବାବେଳେ ଚଳିତ ୨୦୧୮-୧୯ ଆଥ#ର୍କ ବର୍ଷରେ ୭୧ ହଜାର ୪୨୦ କୋଟି ଟଙ୍କାର
ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଏହି ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କର୍ସ ଏବଂ ସଂପୃକ୍ତ ସରକାରୀ
ବିଭାଗଗୁଡ଼ିକ ଆଥ#ର୍କ ବର୍ଷ ଆରମ୍ଭରୁ ମିଳିତ ପ୍ରୟାସ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା କହିଥ#ଲୋ
ଅଗ୍ରାଧ#କାର କ୍ଷେତ୍ରରେ ଋଣ ପରିମାଣ ମୋଟ ଋଣର ୨.୯୭ ପ୍ରତିଶତ ହ୍ରାସ ପାଇଥ#ବାରୁ ସେ ଉଦ୍ବେଗ
ପ୍ରକାଶ କରିଥ#ଲୋ ୭ଟି ଜିଲ୍ଲାରେ ଋଣ ଜମା ଅନୁପାତ ୪୦ ପ୍ରତିଶତରୁ କମଥ#ବା ଚିନ୍ତାଜନକ ବୋଲି ମନ୍ତ୍ରୀ ଶ୍ରୀ
ବେହେରା କହିଥ#ଲୋ ସରକାରୀ ଓ ବେସରକାରୀ ବ୍ୟାଙ୍କମାନଙ୍କ ପକ୍ଷରୁ କୃଷି କ୍ଷେତ୍ରରେ ଋଣ ଏବଂ ମୁଦ୍ରା ଋଣ
ଯୋଗାଣ ଉତ୍ସାହପ୍ରଦ ନୁହେଁ ବୋଲି ମଧ୍ୟ ସେ କହିଥ#ଲୋ
ଏହି ବୈଠକରେ ଅତିରିକ୍ତ ସଚିବ(ଫାଇନାନ୍ସ ଇନ୍କ୍ଲ&ୁଜନ୍) ଶ୍ରୀ ପଣ୍ଡା କହିଲେ ଯେ ଅର୍ଥନୈତିକ
ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କ ଋଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥ#ବାବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ
ପ୍ରଦାନ କରି କୃଷକମାନଙ୍କର ଆୟ ବୃଦ୍ଧି କରାଯାଇପାରିବା ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ
ତୁହିନକାନ୍ତ ପାଣ୍ଡେ କୃଷି ଓ ଆନୁଷଙ୍ଗିକ ତଥା ଅଗ୍ରାଧ#କାର କ୍ଷେତ୍ରଗୁଡ଼ିକରେ ଉଭୟ ସରକାରୀ ଓ ବେସରକାରୀ
ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ବୃଦ୍ଧି କରିବା ପାଇଁ କହିଥ#ଲୋ ସେ ଶସ୍ୟବୀମା ଯୋଜନା ରାଶି କ୍ଷତିଗ୍ରସ୍ତ
ଚାଷୀମାନଙ୍କୁ ପ୍ରଦାନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ
ଦେଇଥ#ଲୋ
ଏହି ବୈଠକରେ କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ ଧଳ, ଏମ୍ଏମ୍ଏମଇ ବିଭାଗ ଅତିରିକ୍ତ ମୁଖ୍ୟ
ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏମ୍.କେ. ମଲ, ନାବାର୍ଡର
ସିଜିଏମ୍ ଶ୍ରୀ କେ.ସି. ପାଣିଗ୍ରାହୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ରଜିର୍ଭ ବ୍ୟାଙ୍କ ଓୟୁକୋ ବ୍ୟାଙ୍କର ଜେନେରାଲ
ମ୍ୟାନେଜର ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧ#କାରୀ
ଯୋଗଦେଇଥ#ଲୋ