ପ୍ରତ୍ୟେକ ଦିନ ଗୋଟିଏ ଡିଭିଜନ୍ ୧୦୦ଟି ନୂତନ ବିଜୁଳି ସଂଯୋଗ ପ୍ରଦାନ କରିବେ: ଶକ୍ତିମନ୍ତ୍ରୀ ଶ୍ରୀ ସିଂହ


ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ଏବଂ ଘରୋଇ ଉପଭୋକ୍ତା ପରିବାରମାନଙ୍କୁ ବିଜୁଳି ସଂଯୋଗ
କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇ ଆସିଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି
ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରମ, ରାଜ୍ୟ କର୍ମଚାରୀ ବୀମା, ଶକ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ
ସିଂହ ଭୁବନେଶ୍ୱରସ୍ଥିତ ସ୍ୱସ୍ତି ପ୍ରମିୟମ୍ଠାରେ ଏକ ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ନିର୍ବାହୀ
ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ କହିଲେ ଯେ ସେମାନେ ଆସନ୍ତା ସେପେଫମ୍ବର ୨୦୧୮ ଶେଷ ସୁଦ୍ଧା
ରାଜ୍ୟର ସମସ୍ତ ପରିବାରମାନଙ୍କୁ ବିଦୁ୍ୟତ ସଂଯୋଗୀକରଣ କରିବା ଏବଂ ପ୍ରତ୍ୟେକ ଦିନ କେତେ
ବିଦୁ୍ୟତ ସଂଯୋଗୀକରଣ କରାଗଲା ତାହାର ପ୍ରଗତି ବିବରଣୀ ମନ୍ତ୍ରୀ ଏବଂ ସଚିବଙ୍କ କାର୍ଯ୍ୟାଳୟକୁ
ଅବଗତି ନିମନ୍ତେ ପ୍ରଦାନ କରିବୋ
ଏଥ#ରେ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ରାଜ୍ୟର ସମସ୍ତ
ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ବିଦୁ୍ୟତ ଶୁÂ ଆଦାୟ ସମ୍ବନ୍ଧରେ ପଚାରି ବୁଝିଥ#ଲୋ
ଏହି ଅବସରରେ ୨୦୧୬-୧୭ ଏବଂ ୨୦୧୭-୧୮ ଆଥ#ର୍କ ବର୍ଷ ପାଇଁ ଶକ୍ତି ବିଭାଗର ରୁରାଲ
ଡିଭିଜନ୍, ଅର୍ବାନ୍ ଡିଭିଜନ୍, ରୁରାଲ୍ ସବ୍ଡିଭିଜନ୍ର ସର୍ବୋତ୍ତମ ସର୍କଲରେ ଉତ୍କର୍ଷ ହାସଲ
କରିଥ#ବା ଯନ୍ତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସିଂହ ପୁରସ୍କୃତ କରିଥ#ଲୋ

Share in top social networks!
Powered By Indic IME