ଓଡ଼ିଶାର ଅଗ୍ରଣୀ ପ୍ରଡ଼କସନ ହାଉସ- ସ୍ପର୍ଶ IGNITE film festival ର ଆୟୋଜନ କରିବାକୁ ଯାଉଛନ୍ତି

ନାରୀ ମାନଙ୍କ ପାଇଁ ପ୍ରାଚୀନ ଭାରତ ଏକ ସୁବର୍ଣ୍ଣ ଯୁଗ ଥିଲା । କ୍ରମଶ ସମୟ ଅତିବାହିତ ହେବାସହ ଆମ ଦେଶର ମହିଳା ମାନେ ଅନେକ ସମୟରେ ବିଭିନ୍ନ ଅତ୍ୟାଚାରର ଶିକାର ହେଉଛନ୍ତି । ସମାଜ ମହିଳାମାନଙ୍କ ଉପରେ କଠୋର ମନୋଭାବ ପୋଷଣ କରୁଛି ଆଉ ଯାହାର ଫଳ ସ୍ୱରୁପ ବିଗତ ଦଶବର୍ଷ ମଧ୍ୟରେ ମହିଳାମାନଙ୍କୁ ଲିଙ୍ଗଭେଦ ଅସମାନତା ହେତୁ ପକ୍ଷପାତର ଶିକାର ହେବାକୁ ପଡ଼ୁଛିÿ । ସମାଜର ଦାଇତ୍ୱବାନ ନାଗରିକ ହିସାବରେ ଏବେ ସମୟ ଆସିଯାଇଛି ଯେ ଆମକୁ ନାରୀ ସମାଜର ଉନ୍ନତି ସହ ସେମାନଙ୍କୁ ପ୍ରେତ୍ସାହିତ କରିବା ପାଇଁ ଅଗେଇ ଆସିବା । ଫିଲ୍ମ ନିର୍ମାତା ହିସାବରେ ଆମେ ଏଇଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଫିଲ୍ମ ଓ ଷ୍ଟୋରି ମାଧ୍ୟମରେ ପରିବେଷଣ କରି ଲୋକଙ୍କ ମାନସିକତାରେ ପରିବର୍ତନ ଆଣିବା ପାଇଁ ପ୍ରୟାସ କରିପାରବା ।
ଏଇ ପରିି ଏକ ଚିନ୍ତାଧାରା ନେଇ ଓଡ଼ିଶାର ଅଗ୍ରଣୀ ପ୍ରଡ଼କସନ ହାଉସ- ସ୍ପର୍ଶ ଓଏଘଓଞଋ ଲସକ୍ଷଜ୍ଞ ଲରଗ୍ଦଗ୍ଧସଙ୍ଖବକ୍ଷ ର ଆୟୋଜନ କରିବାକୁ ଯାଉଛନ୍ତି । ଯୁବ ଫିଲ୍ମନିର୍ମାତା ମାନଙ୍କୁ ଉତ୍ସାହିତ କରିବା ସହ ସାମାଜିକ, ରାଜନୈତିକ ଏବଂ ଲୋକଙ୍କ ସମସ୍ୟା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରିବା ଓଏଘଓଞଋ ଲସକ୍ଷଜ୍ଞ ଲରଗ୍ଦଗ୍ଧସଙ୍ଖବକ୍ଷ ଲାଇଟ ହାଉସର ଏକ ପ୍ରୟାସ । ଓଏଘଓଞଋ ଲସକ୍ଷଜ୍ଞ ଲରଗ୍ଦଗ୍ଧସଙ୍ଖବକ୍ଷ ଏକ ପ୍ରସଙ୍ଗ କେନ୍ଦି୍ରତ ଲସକ୍ଷଜ୍ଞ ଲରଗ୍ଦଗ୍ଧସଙ୍ଖବକ୍ଷ । ପ୍ରତିବର୍ଷ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଏହା ଆୟୋଜିତ ହେବାର ଯୋଜନା ରହିଛି । ଏଥିରେ ଭାଗନେଉଥିବା ପ୍ରତିଟି ଫିଲ୍ମ ଦିଆଯାଇଥିବା ପ୍ରସଂଙ୍ଗ ଉପରେ ଆଧାରିତ ହୋଇଥିବା ଆବଶ୍ୟକ । ଫେଷ୍ଟିଭାଲରେ ଭାଗ ନେଉଥିବା ଫିଲ୍ମ ନିର୍ମାତା ମାନେ ପ୍ରସଂଙ୍ଗ ଉପରେ ଆଧାରିତ ଫିଲ୍ମ ସହ ନିଜର ଅନ୍ୟ କୈାଣସି ଏକ ଫିଲ୍ମ ମଧ୍ୟ ପଠାଇବା ଜରୁରୀ । ଦୁଇଟି ଯାକ ଫିଲ୍ମ ମାଧ୍ୟମରେ ନିଜ ଦକ୍ଷତା ପ୍ରତିପାଦନ କରିବାର ପାଇବେ ସେମାନେ ସୁଯୋଗ । ଫାଇନାଲିଷ୍ଟ ମାନଙ୍କ ନିର୍ଣ୍ଣୟ ଉଭୟ ଫିଲ୍ମ ଆଧାରରେ ହେବ ।
ଓଏଘଓଞଋ – ୨୦୧୮ ଆମ ସମାଜର ଝିଅମାନଙ୍କ ପାଇଁ ସମର୍ପିତ; ଏହାର ପ୍ରସଙ୍ଗ ରହିଛି “ବେଟି ବଚାଓ ବେଟି ପଢ଼ାଓ” (ଝିଅ ମାନଙ୍କ ସୁରକ୍ଷା ସହ ସେମାନଙ୍କ ଶିକ୍ଷା ) । ଓଏଘଓଞଋ ଲସକ୍ଷଜ୍ଞ ଲରଗ୍ଦଗ୍ଧସଙ୍ଖବକ୍ଷ ର ପୁରସ୍କାର ବିତରଣ ଉତ୍ସବ ୨୦୧୮ ମେ ୧୫, ହୋଟେଲ ମେଫେୟାର ଲାଗୁନ ଭୂବନେଶ୍ୱର ପରିସରରେ ଅନୁÂିତ ହୋଇଯାଇଛି ।
ଅଭିଶେକ ସ୍ୱାଇଁ ଙ୍କ ‘ଇ ଊବଙ୍କଶଷଗ୍ଧରr’ଗ୍ଦ ଖରଗ୍ଧଗ୍ଧରr ‘ ବେଷ୍ଟ୍ ଫିଲ୍ମ, ବେଷ୍ଟ ସ୍କ୍ରିପ୍ଟ୍ ଓ ବେଷ୍ଟ ସିନେମାଟୋଗ୍ରାଫି ପାଇଁ ପୁରସ୍କାର ପାଇଛନ୍ତି । କୌଶିକ ନାଥ ଙ୍କ ‘ଝଷର ଓଗ୍ଦ ଗଚ୍ଚ ଊବଙ୍କଶଷଗ୍ଧରr’ ପ୍ରଥମ ରନରସ୍ ଅପ୍ ଏବଂ ବେଷ୍ଟ ଏଡିଟିଙ୍ଗ୍ ପାଇଁ ପୁରସ୍କୃତ ହୋଇଛନ୍ତି । ସନ୍ତୋଷ ପଣ୍ଡାଙ୍କ ‘ଈର ଞଷର ଉଷବଦ୍ଭଶର’ ଦ୍ୱତୀୟ ରନରସ୍ ଅପ ଭାବେ ପୁରସ୍କାର ଜିତିଛନ୍ତି ।
ସଟ୍ ଫିଲ୍ମ ଫେଷ୍ଟିଭାଲର ଜୁରୀ ମାନେ ଥିଲେ ଓଡିଶାର ଖ୍ୟାତିସମ୍ପନ୍ନ ସାମ୍ବାଦିକ ଶ୍ରୀଯୁକ୍ତ ସମ୍ପଦ ମହାପାତ୍ର ଓ ସନ୍ଦୀପ ସାହୁ ଏବଂ ଯୁବ ଓ ରାଷ୍ଟୀୟ ପୁରସ୍କାର ବିଜେତା ଫିଲ୍ମନିର୍ମାତା ଅମ୍ରତ୍ୟ ଭଟାଚାର୍ଯ୍ୟ ।

Share in top social networks!
Powered By Indic IME