ମଧୁବାବୁଙ୍କ ପ୍ରତିମୂର୍ତ୍ତି ସଂସଦରେ ସ୍ଥାପନା ପାଇଁ ଉକ୍ରଳ ସମ୍ମିଳନୀର ଦାବି

MAdhu Sudan Jayantii=photo
ଆଜି ପୁର୍ବାହ୍ନ ଘ.୮.୩୦ମି. ସମୟରେ ସ୍ଥାନୀୟ ରାଜଭବନ ଛକରେ ସ୍ଥାପିତ ଉକ୍ରଳ ଗୈାରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଉକôଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଓଡ଼ିଶା ରାଜ୍ୟ ନିର୍ମାତା ତଥା ଉକôଳ ସମ୍ମିଳନୀର ପ୍ରାଣ ପ୍ରତିÂାତା ଉକ୍ରଳ ଗୈାରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅବସରରେ ଅନୁÂିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି କହିଥିଲେ ଯେ, ଉକôଳ ସମ୍ମିଳନୀର ବହୁ ଦିନର ଦାବି ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସଂସଦ ରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇ ପାରିନାହିଁ । ଏହାଏକ ବିଡ଼ମ୍ବନା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିÂ ସଦସ୍ୟ ଡ଼ ଦ୍ୱାରୀକା ନାଥ ମହାନ୍ତି, ଭୁବନେଶ୍ୱର ଶାଖା ସଭାପତି ବିଭୁତି ମିଶ୍ର, ଉପ-ସଭାପତି ଶୀତଳ ଚନ୍ଦ୍ର ମହାନ୍ତି ଓ ବାସନ୍ତି ସିଂ, ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଧି, ଯୁଗ୍ମ-ସଂପାଦକ ଅଶୋକ ପାଲଟାସିଂହ, ପରିଷଦ ସଦସ୍ୟ ଇଂ. ଶିବ ପ୍ରସାଦ ମିଶ୍ର,ଡ଼ ପ୍ରମୋଦ କୁମାର ବିଶ୍ୱାଳ, ଅକ୍ଷୟ ଜେଠୀ, ମହେଶ୍ୱର ବିଶ୍ୱାଳ, କ୍ଷେତ୍ର ମୋହନ ନାୟକ, ଅଜୟ କୁମାର କାନୁନଗୋ ଓ ନିରଞ୍ଜନ ପାତ୍ର ପ୍ରମୁଖ ବହୁ ସଦସ୍ୟ ଯୋଗଦେଇ ବରପୁତ୍ରଙ୍କ ପ୍ରତମୂତ୍ତର୍୍ିରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ ।

Share in top social networks!
Powered By Indic IME