କଳିଙ୍ଗ ସାହିତ୍ୟ ମହୋତ୍ସବ ର କୋରାପୁଟ ସଂସ୍କରଣ ତାରିଖ 7 , 8 ଏପ୍ରିଲ 2018

Kalinga-Literary-festivalପ୍ରସିଦ୍ଧ କଳିଙ୍ଗ ସାହିତ୍ୟ ମହୋତ୍ସବ (କେ.ଏଲ.ଏଫ)ର କୋରାପୁଟ ସଂସ୍କରଣ ଆସନ୍ତା ଏପ୍ରିଲ 7 ଓ 8 ତାରିଖ ଦୁଇଦିନ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସାରÊତ ଉତ୍ସବରେ ସମବେତ ହେବେ ଓଡିଆ ଭାଷା ଓ ସାହିତ୍ୟର ପ୍ରଥିତଯଶା ସାହିତ୍ୟିକ ବୃନ୍ଦ । ଅବିbq କୋରାପୁଟ ମାଟିକୁ ସମ୍ମାନ ଜଣାଇ ତାର ସୃଜନଐZòହ୍ୟକୁ ପରିପୃଷ୍ଟ କରିଥିବା ସାହିତ୍ୟ ସାଧକ , ବିଶାରଦ, ଗବେଷକ ଓ ସଂସ୍କୃତି କର୍ମୀମାନଙ୍କ ଏହା ଏକ ଭାବବିନିମୟର ମଂଚ ହେବ । ଅରଣ୍ୟ ପର୍ବତ ବେଷ୍ଟିତ କୋରାପୁଟ ମାଟି ମନସ୍କ ସୃଜନ ଶିଳ୍ପୀମାନଙ୍କ ମଧ୍ୟରେ ଅଭିନବ ଉନ୍ମାଦନା, ଅନ୍ୟନ୍ୟ ଅବଦାନର ସୂତ୍ରଧାର ଭାବରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ରହିଥିବା ବ୍ୟକ୍ତିZß ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଭାବାବିନୀମୟ ସାଙ୍ଗକୁ ସଂପ୍ରୀତି ଓ ସ\þଭାବନାର ବାତାବରଣକୁ ସମୃଦ୍ଧ କରି ଏହି ଉତ୍ସବ ହେବ ଓଡିଆ ତଥା ସମକାଳୀନ ଭାରତୀୟ ସାହିତ୍ୟରେ କୋରାପୁଟର ଯୋଗଦାନ ପ୍ରତି କୃତଜ୍ଞତାର ପର୍ବ ।
ଏହି ଉତ୍ସବରେ ଅତିଥିଭାବେ ଯୋଗ ଦେବେ ହଳଧର ନାଗ, ସୁମାନୀ ଝୋଡିଆ, ଦେବୀପ୍ରସନ୍ନ ପଟ୍ଟନାୟକ, ହୃଷିକେଶ ପଣ୍ଡା, ଦେବଦାସ ଛୋଟରାୟ, jêùh^ରବି ଗାନ୍ଧି, ଅଚ୍ୟୁତ ଦାସ, ମହେନ୍ଦ୍ର ମିଶ୍ର, ଜ୍ୟୋତି ନନ୍ଦ , ବିପିନ ନାୟକ, ନାରାୟଣ ପଣ୍ଡା, ସୂର୍ଯ୍ୟ ମିgâ, ରକ୍ଷକ ନାୟକ, ବିୟତ ପ୍ରଞ୍ଜା ତ୍ରିପାଠୀ, ଗୌରହରି ଦାସ, ଜଳଧର ÊûAñ, ଜଗବନ୍ଧୁ ସାମଲ, ଲକ୍ଷ୍ମୀକାନ୍ତ ପାଢି, ଆଲୋକ କୁମାର ବରାଳ, ସୁଶାନ୍ତ ନାୟକ, ଚନ୍ଦ୍ରକାନ୍ତ ବିgßûk, ଦ୍ୟୁତୀଚନ୍ଦ୍ର ସାହୁ, ,ପ୍ରୀତିଧାରା ସାମଲ, ମାଧୁରି ପଣ୍ଡା, , କେଦାର ମିଶ୍ର, ଦେବାଶିh ପାତ୍ର, ରଞ୍ଜନ ପ୍ରଧାନ, ସୁଜିତ ପଣ୍ଡା, ଦେବପ୍ରିୟ ପ୍ରିୟଦର୍ଶନୀ ଚକ୍ର, ମହେgßତା ସାହୁ, ଡ. ପ୍ରଦୀପ ମିଶ୍ର, ଡ. ରୁଦ୍ରାଣି ମହାନ୍ତି, ଡ. ରାଜେ¦â ପାଢò, ବିଜୟ ଉପାଧ୍ୟୟ, ଜୟନ୍ତ କୁମାର ମିଶ୍ର, ଚKâ_ûYò ପରିଚ୍ଛା, ପ୍ରିୟବ୍ରତ ପାତ୍ର, ରବିଶତପଥି, ମûZéଦତ ମହାନ୍ତି, ପ୍ରମୋଦ ପ୍ରଧାନ, ଗଜାନନ ମିଶ୍ର, ପ୍ରହଲ୍ଲାଦ ଶତପଥି, ସଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ।
ଗଣମାଧ୍ୟମକୁ ସମ୍ବୋଧନ କରି କେ.ଏଲ.ଏଫ କୋରାପୁଟ ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସାମନ୍ତରାୟ କହିଛନ୍ତି “ଏହି ଉତ୍ସବରେ ପ୍ରତିଫଳିତ ହେବ କୋରାପୁଟର କାନ୍ତ କମନୀୟ ପ୍ରକୃତି , ଜନଜାତି ର ଭାଷା ଓ ସଂସ୍କୃତି, କୋରାପୁଟ ଐତିହ୍ୟ ଓ ପରମ୍ପରା ଏବଂ ଆଧୁନିକ ପରିମଣ୍ଡଳ ପାଇଁ କୋରାପୁଟର Ê_Ü, ସଂଗ୍ରାମ , ସାଧାନ ଓ ସଂକଳ୍ପ” ।
ଏହି ସମ୍ମିଳନୀରେ ଉଦବୋଧନ ଦେଇ କୋରାପୁଟ ସର୍ବପୁରାତନ ଅନୁଷ୍ଠାନ ସତ୍ତାର ସଭାପତି ଶ୍ରୀ ଜଳଧର ÊûAñ ଏହି ମାଟିର ସମସ୍ତ ସାରÊତ ସ୍ରଷ୍ଟାମାନଙ୍କୁ ଏହିଭଳି ଏକ ବିରଳ ମହୋତ୍ସବରେ ଯୋଗଦାନ ଦେବାକୁ ଅନୁରୋଧ କରିଛନ୍ତି ।
କୋରାପୁଟର ମହାନ ପରମ୍ପରା ଓ ମୌଳିକତାକୁ ସାହିତ୍ୟ ମାଧ୍ୟମରେ ବଞ୍ଚାଇ ରଖିବାକୁ ଅଣପାରମ୍ପାରିକ କାହାଣୀ ଓ ଲୋକଗୀତର ପ୍ରାଧାନ୍ୟ ଉପରେ ଗୁରୁZß ଆରୋପ କରିଥିଲେ ଏହି ଉତ୍ସବର ସଂଯୋଜକ ମନୋରଞ୍ଜନ ରାଉତରାୟ ।
ଏହି ଉତ୍ସବରେ 8ଜଣ ସାହିତ୍ୟିକଙ୍କୁ ସମ୍ମାନିତ କରାଯିବ । ସେମାନେ ହେଲେ ସମାଜସେବୀ କବି, ପ୍ରାବଦ୍ଧିକ କୃଷ୍ଣଚନ୍ଦ୍ର ସିଂ, ଉପନ୍ୟାସିକ ଇ. ଦାଶରଥି ନନ୍ଦ, ଗାଳ୍ପିକ ନାରାୟଣ ପଣ୍ଡା, ଚନ୍ଦ୍ରମା ବଲିଆ, କବି ଚକ୍ରପାଣି ପରିଚ୍ଛା, ଗବେଷକ ଲକ୍ଷ୍ମଣ ମାନ୍ଦ୍ରା, ଗବେଷକ ମହେନ୍ଦ୍ର ମିଶ୍ର, ସାହିତ୍ୟିକ ସତ୍ୟନାରାୟଣ ଗନ୍ତାୟତ ପ୍ରମୁଖ ।
କେ.ଏଲ.ଏଫ ର ଏହି ଉତ୍ସବକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ସାହିତ୍ୟିକ ସଂସ୍କୃତିପ୍ରେମୀ ଓ ସତ୍ୟର୍ଥମାନଙ୍କୁ କେ.ଏଲ.ଏଫ ପକ୍ଷରୁ ଆନ୍ତରିକ ଅନୁରୋଧ କରାଯାଉଛି ।