ଭାରତୀୟ ବ୍ରିଟିଶ ହାଇ କମିସନରଙ୍କର ମିଲ୍କ୍ ମନ୍ତ୍ର ପରିଦର୍ଶନ

ଏକ ରାଜ୍ୟଗୋÂୀ ମଧ୍ୟାହ୍ନ ଭୋଜନରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଭାରତୀୟ ବ୍ରିଟିଶ ହାଇ କମିଶନର ସାର୍ ଡୋମିନିକ୍ ଆସ୍କିଥ୍ ସାଙ୍ଗରେ ତାଙ୍କ ପତ୍ନି ଲୁଇସ୍ କଟ୍ଟନ ଓ ଡେପୁ୍ୟଟି ହାଇ କମିସନର୍ ବ୍ରୁସ୍ ବକ୍ନେଲ୍ ଗତକାଲି ମିଲ୍କ୍ ମନ୍ତ୍ର କାର୍ଯାଳୟ ପରିଦର୍ଶନ କରିଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ସହ ସମ୍ପାନୀର ପ୍ରତିÂାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀକୁମାର ମିଶ୍ର ଏବଂ ତାଙ୍କ ବରିÂ ପରିଚାଳନା ଦଳ କମ୍ପାନୀର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ ।
ଶ୍ରୀକୁମାର ମିଶ୍ର ଓ ସାର୍ ଡୋମିନିକ୍ ଆସ୍କିଥ୍ଙ୍କ ମଧ୍ୟରେ ହୋଇଥଇବା ବରାତାଳାପରେ କମ୍ପାନୀର ଆରମ୍ଭ, କ୍ରମ ବିକାଶ ଓ ପୂର୍ବଭାରତର ଗ୍ରାହକ ତଥା ଗୋଚାଷୀମାନଙ୍କ ଉପରେ ମିଲ୍କି ମୁର ସକରାତ୍ମକ ପ୍ରଭାବ ବିଷୟରେ ଆଲୋଚନା ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଆରମ୍ଭରୁ ହିଁ ଗ୍ରାମୀଣ ଚାଷୀଭାଇ ତଥା ଗ୍ରାହକମାନଙ୍କ ଉପରେ ମିଲ୍କ୍ ମନ୍ତ୍ରର ପ୍ରଭାବ ସର୍ବଦା ଉଚ୍ଚସ୍ତରର ରହିଛି । ଗ୍ରାହକ ବଜାରରେ ମାନଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ବଢାଇବା ମିଲ୍କି ମୁର ଏକ ଉଲ୍ଲେଖନୀୟ ପ୍ରଭାବ ହୋଇଥିବା ବେଳେ, ଚାଷୀଭାଇମାନଙ୍କ କ୍ଷେତ୍ରରେ ଦୁଗ୍ଧଶିଳ୍ପକୁ ଏକ ଦୀର୍ଘମିଆଦି ଜିବିକାର ଉତ୍ସ ଭାବେ ପ୍ରତିÂିତ କରାଇ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ହୋଇଛି ଏହାର ଅନ୍ୟତମ ସକରାତ୍ମକ ପ୍ରଭାବ ।
ଏତଦ୍ ବ୍ୟତୀତ ଭାରତରେ ଦୁଗ୍ଧଶିଳ୍ପର ଭବିଷ୍ୟତ ଓ ସୁପୋଷଣ ଥିଲା ଏହି ପରିଦର୍ଶନର ଅନ୍ୟତମ ଆଲୋଚନାର ବିଷୟ, ମିଲ୍କ୍ ମନ୍ତ୍ରର ବରିÂ ପରିଚାଳକ ଦଳ ଅତିଥିମାନଙ୍କୁ ମକ୍ଟrର ସୃଜନଶୀଳ ଉପôାଦମାନ ଯଥା ବିଶ୍ୱର ପ୍ରଥମ ହଳଦୀ ଯୁକ୍ତ ମିଲ୍କ୍ ଶେକ୍ ମୁଶେକ୍ ଓ ନିକଟ ଅତୀତରେ ବାଜାର ପ୍ରବେଶ ହୋଇଥିବା ଫୋର୍ଟିଫାଏଡ୍ ଦୁଗ୍ଧ ସୁପର୍ ବିଷୟରେ ଅବଗତ କରାଇଥଇଲେ । ଅତ୍ଥିମାନେ ମିଲ୍କି ମୁର କିଛି ସୁସ୍ୱାଦୁ ଓ ସ୍ୱସ୍ଥ୍ୟକର ଉପôାଦ ମଧ୍ୟ ରଖିଥିଲେ ।

ମିଲ୍କ୍ ମନ୍ତ୍ର ସମ୍ପର୍କରେ ଅଧିକ ସୂଚନା ପାଇଁ ଭିଜିଟ୍ କରନ୍ତୁ: ଙ୍ଗଙ୍ଗଙ୍ଗ.ଜ୍ଞସକ୍ଷଳଜ୍ଞବଦ୍ଭଗ୍ଧrବ.ମକ୍ଟଜ୍ଞ
ମିଲ୍କ୍ ମନ୍ତ୍ର ହେଉଛି ଭାରତର ପ୍ରଥମ କୃଷି ଭିତିକ ଭିସି ଫଣ୍ଡେଡ୍ କମ୍ପାନି । ଏହାର ଫ୍ଲାଗ୍ସିପ୍ ବ୍ରାଣ୍ଡ ମିଲ୍କି ମୁ ହେଉଛିି ଦେଶର ଦୃତତମ ପ୍ରଗତିଶୀଳ ଡେରୀ ବ୍ରାଣ୍ଡମାନଙ୍କୁ ମଧ୍ୟରୁ ଅନ୍ୟତମ । ଗ୍ରାହାକମାନଙ୍କୁ ସ୍ୱଚ୍ଛ ଦୁଗ୍ଧଜାତ ଉପôାଦ ଯୋଗାଇବା ତଥା ଦୁଗ୍ଧଶିଳ୍ପରେ ସଦୃଢ ସପ୍ଲାଏ ଚେନ୍ ଗଠନ ଦିଗରେ ଏକ ସୁଚିନ୍ତିତ ପୁଞ୍ଜିବାଦୀ ଚିନ୍ତାଧାରା ସହିତ କମ୍ପାନି ଉଦ୍ୟୋଗିକ ଶ୍ୱେତ ବିପ୍ଳବ ଆରମ୍ଭ କରିଛି ।

Share in top social networks!
Powered By Indic IME