ଏକାମ୍ର ହାଟରେ “ଭାରତ ଐତିହ୍ୟ ଉତ୍ସବ’

final copy
ଓଡ଼ିଶା ଏକାଡେ଼ମୀ ଅଫ୍ ଟ୍ରାଇବାଲ କଲ୍ଚର ରିସର୍ଚ୍ଚ ଆଣ୍ଡ ପର୍ଫର୍ମିଂ ଆର୍ଟସ୍ (ଓଡ଼ିଶା ଆଦିବାସୀ ସଂସ୍କୃତି
ଗବେଷଣା ଓ ପ୍ରଦର୍ଶନ କଳା ଏକାଡେ଼ମୀ) ଆନୁକୂଲ୍ୟରେ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସହଯୋଗ କ୍ରମେ
ଭୁବନେଶ୍ୱରଠାରେ “ଭାରତ ଐତିହ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛିା ଏକାଡେ଼ମୀର ଅଧ୍ୟକ୍ଷ ପ୍ରସିଦ୍ଧ ବଂଶୀବାଦକ ଡ.
ମୋହିନୀ ମୋହନ ପଟ୍ଟନାୟକ ଉତ୍ସବର ପ୍ରତି ସନ୍ଧ୍ୟାରେ ପୌରୋହିତ୍ୟ କରିଥ#ଲୋ
ସ୍ଥାନୀୟ ଏକାମ୍ର ହାଟରେ ତିନିଦିନ ବ୍ୟାପୀ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ କୋଲକାତାର
ଶିଳ୍ପୀମାନଙ୍କ ଦ୍ୱାରା ହିନ୍ଦୁସ୍ତାନୀ ସଂଗୀତ ଏବଂ ଓଡ଼ିଶାର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ସଂଗୀତ ପରିବେଷିତ ହୋଇଥ#ଲା
ା ଦ୍ୱିତୀୟ ସନ୍ଧ୍ୟାରେ ଗୁରୁ ଶ୍ରୀନିବାସ ଶତପଥୀ ଓ ଗୁରୁ ଜବାହର ମିଶ୍ରଙ୍କ ଯୁଗଳବନ୍ଦୀ ବଂଶୀବାଦନ ପରିବେଷିତ
ହୋଇଥ#ଲାା ସେହି ସନ୍ଧ୍ୟାରେ କୋଲକାତାର ପଣ୍ଡିତ ପ୍ରୀତମ୍ ବାନାର୍ଜୀ ବଂଶୀରେ ବିଭିନ୍ନ ରାଗ ପରିବେଷଣ
କରିଥ#ବା ବେଳେ ପଣ୍ଡିତ ସମୀର ନନ୍ଦୀ ତବଲାରେ ସହଯୋଗ କରିଥ#ଲୋ ତୃତୀୟ ସନ୍ଧ୍ୟାରେ ଗୁରୁ ପଙ୍କଜ ଚରଣ
ଫାଉଣ୍ଡେସନ୍ର ୨୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରଫେସର ଭବାନୀଚରଣ ବିଶ୍ୱାଳଙ୍କ ଦିଗ୍ଦର୍ଶନରେ ୨୫ ଜଣ ଛଉ
ନୃତ୍ୟ ଶିଳ୍ପୀ ସମବେତ ନୃତ୍ୟ ପରିବେଷଣ କରିଥ#ଲୋ

Share in top social networks!
Powered By Indic IME