ପତିରାଜପୁର ମହୋସôବ ଉଦଘାଟିତ

PATIRAJPUR DOLA MELENAବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପତିରାଜପୁର ଠାରେ ଷÂବାର୍ଷିକ ପତିରାଜପୁର ଦୋଳ ମେଳଣ ମହୋସôବ ଉଦଘାଟିତ ହୋଇଯାଇଛି । ମହୋସôବ କମିଟିର ସଂପାଦକ ଗୌରୀଶଙ୍କର ଘଡାଇଙ୍କ ସଭାପତିତ୍ୱରେ ଅନୁÂିତ ଉସôବରେ ମହୋସôବ କମିଟିର ଅଧ୍ୟକ୍ଷ ଶଶି କୁମାର ସାହୁ ଉଦଘାଟନ କରିଥିବାବେଳେ ମୁଖ୍ୟଅତିଥିଭାବେ ଭରତ ଚନ୍ଦ୍ର ରାଉତ,ସମ୍ମାନିତ ଅତିଥିଭାବେ ଭୀଷ୍ମ ଚରଣ ନାୟକ ,ଯୁବ ସଂଗଠକ ପ୍ରଶାନ୍ତ କୁମାର ନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଦୁରର୍ଶନର କଳାକାରମାନେ ବିଭିନ୍ନ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ଚଣ୍ଡିମାତା ଯୁବକ ସଂଘର କର୍ମକର୍ତ୍ତାମାନେ ପରିଚାଳନାରେ ଶିଶିର କୁମାର ସାମଲ ଧନ୍ୟବାଦ ଅପର୍ଣ କରିଥିଲେ ।

Share in top social networks!
Powered By Indic IME