କବିତା ପୁସ୍ତକ “ଭୁଲି କି ପାରେ ସତେ’ ଉନ୍ମୋଚିତ

SAN_0083
“ଓଡ଼ିଆ କବିତାର ପରମ୍ପରା ବଳିଷ୍ଠ ଓ ନାରୀ ଲେଖନୀ ସମୃଦ୍ଧ’ :ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି

ସାହିତ୍ୟ ସାଧନା ଯଥାର୍ଥ ପରିବେଶ ମଧ୍ୟରେ ଉତ୍ସାହିତ ହୋଇଥାଏା ଓଡ଼ିଆ ସାହିତ୍ୟର ଇତିହାସ ଓ ପରମ୍ପରାରେ ବିଳମ୍ବରେ ଲେଖ#କାମାନେ ପ୍ରବେଶ କରିଥ#ଲେ ମଧ୍ୟ ସଂପ୍ରତି ଲେଖ#କାମାନେ ସମୃଦ୍ଧ ସାରସ୍ୱତ ସୃଷ୍ଟିରେ ନିମଗ୍ନା ଓଡ଼ିଆ କବିତାର ପରାମ୍ପରା ବଳିଷ୍ଠ ଓ ନାରୀ ଲେଖନୀ ଅନୁରୂପ ଭାବରେ ସମୃଦ୍ଧ ବୋଲି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ସମାଲୋଚକ-ଗବେଷକ ପ୍ରଫେସର ଡ. ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତିା
ଆଜି ସନ୍ଧ୍ୟାରେ ସ୍ଥାନୀୟ ଦି ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ଦିବଙ୍ଗତା କବି ହେମନ୍ତ କୁମାରୀ ଦେବୀଙ୍କର କବିତା ପୁସ୍ତକ “ଭୁଲି କି ପାରେ ସତେ’ର ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ# ଭାବରେ ଯୋଗଦେଇ ପ୍ରଫେସର ମହାନ୍ତି ଏହି ମର୍ମରେ ଓଡ଼ିଆ ସାହିତ୍ୟରେ ଲେଖ#କାମାନଙ୍କ ସଂପର୍କରେ ଅଧ#କ ଗବେଷଣା ଓ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି କହିଥ#ଲୋ
କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ଲେଖ#କା ବୀଣାପାଣି ମହାନ୍ତି ମୁଖ୍ୟ ଅତିଥ# ଭାବରେ ଯୋଗଦେଇ ଓଡ଼ିଶାରେ ସାହିତି୍ୟକ ପରିବେଶ ଓ ପ୍ରୋତ୍ସାହନ ଅଧ#କ ହେବା ଉପରେ ଗୁରୁତ୍ୱ ଦେଇଥ#ଲୋ ସ୍ତମ୍ଭକାର ତଥା କବି କେଦାର ମିଶ୍ର ପୁସ୍ତକ ସଂପର୍କରେ ଆଲୋଚନା କରି ଆଜିର ଓଡ଼ିଆ ଲେଖ#କାମାନଙ୍କ ସଫଳତାର ଭିତ୍ତି ପ୍ରତିଷ୍ଠାରେ ହେମନ୍ତ କୁମାରୀଙ୍କ ପରି ପୂର୍ବସୂରୀମାନଙ୍କର ଭୂମିକା ରହିଛି ବୋଲି କହିବା ସହିତ ତାଙ୍କ କବିତାରେ ସୌନ୍ଦର୍ଯ୍ୟ, ବାସ୍ତବତା ଓ ସରଳତା ପରିଲକ୍ଷିତ ହୁଏ ବୋଲି ପ୍ରକାଶ କରିଥ#ଲୋ
ହେମନ୍ତ କୁମାରୀଙ୍କ ସୁକନ୍ୟା ଡ. ବିନୋଦିନୀ ଦାସ ମଧ୍ୟ ବକ୍ତବ୍ୟ ରଖ#&ଥ#ଲୋ ପ୍ରଦୀପ ପ୍ରଜ୍ୱଳନ ପରେ ଅତିଥ#ମାନେ ପୁସ୍ତକ ଉନ୍ମୋଚନ କରିଥ#ଲୋ ଅଭିରାମ ଖୁଣ୍ଟିଆ ଓ ଦୀପ୍ତି ଦାସଙ୍କ ଦ୍ୱାରା ହେମନ୍ତ କୁମାରୀଙ୍କ କବିତାର ସଙ୍ଗୀତାୟନ ପରିବେଶିତ ହୋଇଥ#ଲାା ଶେଷରେ “ପଶ୍ଚିମା’ ପ୍ରକାଶନୀ ସଂସ୍ଥାର ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥ#ଲୋ
ସୂର୍ଯ୍ୟ ମିଶ୍ର

Share in top social networks!
Powered By Indic IME