କପିଳେନ୍ଦ୍ରକୁ ମିଳିଲା ସହାୟତା

Khaira Kidney Failure Donetation (3)ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁମ୍ଭକା ଗ୍ରାମର ଅନାଦି ବେହେରାଙ୍କ ପୁଅ କପିଳେନ୍ଦ୍ରଙ୍କର ୨ଟି କିଡିନ୍ ନଷ୍ଟ ହୋଇଯିବାପରେ ଗୁରୁତର ହୋଇପଡିଥିଲେ । ତାଙ୍କର ବର୍ତ୍ତମାନ କଳିଙ୍ଗ ହସପିଟାଲର ୨୫୧ନମ୍ବର ବେଡରେ ଚିକିସôା ଚାଲିଛି । ଆଜି ସୋର ହେଲପିଙ୍ଗ୍ ହେଣ୍ଡର କର୍ମକର୍ତ୍ତାମାନେ କୁମ୍ଭକା ଗ୍ରାମରେ ପହଞ୍ଚି କିଳେନ୍ଦ୍ରର ଜେଜେମାଙ୍କୁ ଚିକିସôା ନିମନ୍ତେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିରେ ରୟିମତ ଅଲ୍ଲୀ,ଯୋଶବନ୍ତ ରାଉତ,ଦେବାଶିଷ ବେହେରା,ସେଖ୍ ସାକି.ଦେବିପ୍ରଶନ୍ନ ରାଉତ,ଶୁଧାଂସୁ ପାଣିଗ୍ରହୀ,ଦିପ୍ତିକାନ୍ତ ମହାନ୍ତି,ସେଖ୍ ସାଜିତ୍,ସ୍ନିଗ୍ଧା ନାୟକ ପ୍ରମୁଖ ପହଞ୍ଚି ସହାୟତା ପ୍ରଦାନ ସହିତ ଆଗାମି ଦିନରେ ସହଯୋଗର ହାତବଢାଇ ରଖିବେବୋଲି ପ୍ରକାଶ କରିଥିଲେ ।

Share in top social networks!
Powered By Indic IME