ଶ୍ରୀ ଶ୍ରୀ ବିଶ୍ଵବିଦ୍ୟଳୟ ରେ ଜାତୀୟ ଷ୍ଟାର୍ଟଅପ ସପ୍ତାହ ପାଳିତ

pic5
ଶ୍ରୀ ଶ୍ରୀ ବିଶ୍ଵବିଦ୍ୟଳୟ ରେ ଜାତୀୟ ଷ୍ଟାର୍ଟ ଅପ ସପ୍ତାହ ଉଜ୍ଜାପନୀ ଦିବସରେ ବୁଟ କ୍ୟାମ୍ପ ଆୟୋଜିତ କରାଯାଏଛି.| ଏହି ଉତ୍ସବ ରେ ଓଡିଶା ସରକାର ର ଭିନ୍ନକ୍ଷମ ସଶକ୍ତିକରଣ ,ମହିଳା ଓ ଶିଶୁବିକାଶ ତଥା ଲଘୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଏବଂ ଲଘୁ କ୍ଷୁଦ୍ର ମଧ୍ୟମ ଶିଳ୍ପ ବିକାଶ ବିଭାଗ ର ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଏଲ ଏନ ଗୁପ୍ତା ସାନମାନୀୟ ଅତିଥି ଭାବେ ଯୋଗଦେଇଥିଲେ|ଅନ୍ୟ ମାନଙ୍କ ମଧ୍ୟ ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରାଜିତ କୁଲକରଣୀ ,ଶ୍ରୀ ପ୍ରଥମ , ଷ୍ଟାର୍ଟ ଅପ ଓଡିଶା ପ୍ରତିନିଧି ,ଶ୍ରୀ ବରାଦ ପ୍ରସାଦ ପାଣିଗ୍ରାହୀ,ରିଜିଓନାଲ ମ୍ୟାନେଜେର ,ବଧାନୀ ଫୋୖଣ୍ଡସନ ,ଶ୍ରୀ ସୁରେଖା ରାଉତରାୟ ,ମ୍ୟାନେଜେର ,ଇନଭେନ୍ଟ ,କୀଟ ୟୁନିଭେର୍ସିଟି, ଶ୍ରୀ ଶ୍ରୀ ବିଶ୍ବବିଦାଳୟ କୁଳପତି ଡ଼ ନନ୍ଦଲାଲ, ମୁଖ୍ୟ କାର୍ଯ୍ୟ ନିର୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା ,. ବାଣିଜ୍ୟ ଓ ପ୍ରବନ୍ଧନ ବିଭାଗ ର ଡିନ ପ୍ରଫେସର ଶ୍ରୀନିବାସ ସୁଵରାଓ ଉପସ୍ଥିତ ଥିଲେ |
ପ୍ରଫେସର ସୁବାରାଓ , ନୂତନ ଉଦ୍ୟୋଗ ବିକାଶରେ ଓଡିଶା ସରକାରଙ୍କ ସହାୟତା ବିଷୟରେ ଆଲୋକପାତ କରିଥିଲେ| ଏପର୍ଯ୍ୟନ୍ତ ୪୦୦ ଛାତ୍ରଛାତ୍ରୀ ନିଜର ପରିକଳ୍ପନାକୁ ବୁଟ କ୍ୟାମ୍ପ ପାୟୀ ସ୍ଥାପନ କରିସାରିଲେଣି | ସାନମାନନୀୟ ଅତିଥି ଶ୍ରୀ ଏଲ.ଏନ ଗୁପ୍ତା ଏହି ବୁଟ କ୍ୟାମ୍ପ ର ମୁଖ୍ୟ ଉଦେଶ୍ୟ ଟଏରେ ସୂଚନା ଦେଇଥିଲେ |ଏହି କାର୍ଯ୍ୟକ୍ରମ ବିଭିନ୍ନ ସହରରେ ଆରମ୍ଭ କରି କିପରି ଯୁବପିଢ଼ି ଏକେ ଗୁରତ୍ୱପୁର୍ଣ ଭୂମିକା ଗ୍ରହଣ କରି ନିଜର ଉଦ୍ୟୋଗ ସ୍ଥାପନ କରିପାରିବେ ସେଥିପ୍ରତି ସଚେତନ ହେବାକୁ କହିଥିଲେ|ମୁଖ୍ୟ ଅତିଥି ଶ୍ରୀ ପ୍ରଫୁଲ୍ଲ ସାମଲ , ବିଧିବଧ୍ୟ ଶିକ୍ଷା ଦ୍ୱାରା କିପରି ସମାଜର ମଙ୍ଗଳ ହୋଏପରିବା ତାହା ଉପରେ ଆଲୋକପାତ କରିଥିଲେଏ |ଡ୍ର ନନ୍ଦଲାଲ ,କୁଳପତି ଶ୍ରୀ ଶ୍ରୀ ବିଶ୍ବବିଦାଳୟ ,ଯୁବପିଢିଙ୍କୁ କିପରି ନିଜର ଉଦ୍ୟୋଗ ସ୍ଥାପନ କରିବାକୁ ପ୍ରେରଣା ଦେବାକୁ କହିଥିଲେ|ଅତିଥି ମାନଙ୍କ ଓଜସ୍ୱି ଭାଷଣ ପ୍ରତିଯୋଗୀ ମାନଙ୍କ ମନୋବଳ ଦୃଢ କରିଥିଲା|
ଏହି ଦୁୟୀ ଦିବାସୀଏ କ୍ୟାମ୍ପ ରେ ଛାତ୍ରଛାତ୍ରୀ ମାନେ ନିଜର ପରିକଳ୍ପନାକୁ ,ଅଭିଜ୍ଞ ଉଦଗୟପତୀ ମାନେ ବିଚାର କାରୀବୀ ଏବଂ ନିଜର ଅଭିଜ୍ଞତା ପ୍ରକାଶ କରିବେ| ମୋଟ ୪୦୦ ରୁ ଅଧିକ ପରିକଳ୍ପନାକୁ ଆଧାର କରି , ମୁଖ୍ୟ ବିବେଚିତ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା କରାଯିବ |
ଶ୍ରୀ ଶ୍ରୀ ବିଶ୍ବବିଦାଳୟ ଛାତ୍ର ଛାତ୍ରୀ ଙ୍କୁ ଉଦ୍ୟୋଗପତୀ ହେବ ନିମନ୍ତେ ପ୍ରୋଛାହନ ,ପ୍ରରଣା ଓ ସୁଯୋଗ ସୃଷ୍ଟି କରିପାରିଛ ବୋଲି ସମସ୍ତ ଉଦ୍ୟୋଗପତୀ ମତ ବ୍ୟକ୍ତ କରିଥିଲେ |
ଓଡିଶା ସରକାରଙ୍କ ,ଇନଭେନ୍ଟ ଇଣ୍ଡିଆ ପକ୍ଷରୁ ଏହି ବୁଟ କ୍ୟାମ୍ପ ରେ ୯୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରି ଏହି ଜାତୀୟ ଷ୍ଟାର୍ଟ ଅପ ସପ୍ତାହକୁ ବିପୁଳ ଭାବରେ ସଫଳତା ପ୍ରଦାନ କରିଛନ୍ତି |